www.samajalive.in
Wednesday, December 10, 2025
26.1 C
Bhubaneswar

କମ୍ ଦାମରେ ମିଳୁଛି ଟ୍ରାଏମ୍ଫର ଏହି ବାଇକ୍, ଅଫରର ଲାଭ ଉଠାନ୍ତୁ

ନୂଆଦିଲ୍ଲୀ : ଯଦି ଆପଣ ଟ୍ରାଏମ୍ଫର ନୂଆ ବାଇକ୍ କିଣିବାକୁ ଯୋଜନା କରୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଟ୍ରାଏମ୍ଫ ନିଜ ପପୁଲାର  ବାଇକ୍ ସ୍ପିଡ୍ ୪୦୦, ସ୍ପିଡ୍ ଟି୪ ଓ ସ୍କ୍ରାମ୍ବଲର ୪୦୦ଏକ୍ସରେ ଦମଦାର ଅନଲାଇନ୍ ଅଫରର ଘୋଷଣା କରିଛି । ତେବେ ଏହା କେବଳ ବାଇକଓ୍ବାଲେ ଓ୍ବେବସାଇଟରୁ ଅନଲାଇନ୍ କ୍ରୟ କଲେ ହିଁ ବୈଧ ହେବ ।

ସ୍ପିଡ୍ ୪୦୦ ଓ ସ୍ପିଡ୍ ଟି୪ କ୍ରୟ କଲେ ୩ ହଜାର ଟଙ୍କାର ଆମାଜନ ଗିଫ୍ଟ ଭାଉଚର ମିଳିବ । ସେହିଭଳି ଟ୍ରାଏମ୍ଫ ସ୍କ୍ରାମ୍ବଲର ୪୦୦ ଏକ୍ସ କ୍ରୟ କଲେ ୨ ହଜାର ଟଙ୍କାର ଆମାଜନ ଗିଫ୍ଟ ଭାଉଚର ମିଳିବ । ବାଇକର ଡେଲିଭରୀ କନଫର୍ମ ହେବା ପରେ ଏହି ଗିଫ୍ଟ ଭାଉଚର ଆପଣଙ୍କ ହ୍ବାଟ୍ସଆପ ବା ଇମେଲ ଜରିଆରେ ପଠାଯିବ ।

- Advertisement -

ସ୍ପିଡ ଟି୪ କମ୍ପାନୀର ସବୁଠାରୁ ଶସ୍ତା ବାଇକ୍ । ଏହା ବହୁତ ହାଲୁକା । ଏଥିରେ ୩୯୯ ସିସିର ଇଞ୍ଜିନ୍ ରହିଛି । ସହର ରାସ୍ତାରେ ଏହା ଭଲ ପ୍ରଦର୍ଶନ କରିପାରେ । ସ୍ପିଡ୍ ୪୦୦ ରେଟ୍ରୋ ଲୁକ ସହ ଆଧୁନିକ ଫିଚର୍ ସହିତ ଆସେ । ଏଥିରେ ଲିକ୍ବିଡ୍ କୁଲ୍ ଇଞ୍ଜିନ୍ ମିଲେ । ସେହିଭଳି ୪୦୦ ଏକ୍ସରେ ଚାଳକ ଅଫ-ରୋଡିଂର ମଜା ନେଇପାରିବେ । ଏଥିରେ ଦମଦାର ଲୁକ୍ ସହ ମଜଭୁତ ବଡି ମିଳିଥାଏ ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories