ଜି ଉଦୟଗିରି : ଜି ଉଦୟଗିରିରେ ଚଳିତ ମାସ ୭ ତାରିଖରୁ ଦୀର୍ଘ ୧୭ଦିନ ବ୍ୟାପୀ ଠାକୁରାଣୀ ଯାତ୍ରା ଚାଲିଥିବାବେଳେ ବର୍ତ୍ତମାନ ଜି ଉଦୟଗିରି ପଦାସାହି ପଡ଼ିଆଠାରେ ଅପେରା ଚାଲିଛି । ସେଠାରେ ବର୍ତ୍ତମାନ ହାତୀ ଉପଦ୍ରବ କରୁଥିବା ଖବର ମିଳିବା ପରେ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଅପରପକ୍ଷେ ଟିକେଟରେ ଦଇବ ଦୁର୍ଘଟଣା ପାଇଁ କମ୍ପାନୀ ଦାୟୀ ରହିବେ ନାହିଁ ବୋଲି ଲେଖାଅଛି। ତେବେ ଏ ନେଇ ଦର୍ଶକ ଚିନ୍ତିତ ଥିବା ବେଳେ ସାଧାରଣରେ ଏହାକୁ ନେଇ ନାନା କଳ୍ପନା କଳ୍ପନା ଲାଗିରହିଛି।
Popular Categories



