www.samajalive.in
Wednesday, December 10, 2025
26.1 C
Bhubaneswar

ସିମନବାଡ଼ି ବଣିକ ସଂଘର ନୂତନ କର୍ମକର୍ତା ଚୟନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସିମନବାଡ଼ି ଗ୍ରାମ ବଣିକ ସଂଘର ନୂତନ କର୍ମକର୍ତା ଚୟନ କାର୍ଯ୍ୟକ୍ରମ ବଣିକ ସଙ୍ଘ ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ସଭାପତି ଏସ. ଅମୁଲ୍ୟ କୁମାର ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କମିଟିର ନୂତନ ସଭାପତି ଭାବେ ସର୍ବସମ୍ମତି କ୍ରମେ ସଭାପତି ଭାବେ ମହେଶ କୁମାର ସାହୁ ଉପ ସଭାପତି – ଏସ. ଅମୁଲ୍ୟ କୁମାର ସୁବୁଦ୍ଧି ସମ୍ପାଦକ ଭାବେ – ଏସ ସୁନିଲ କୁମାର ସୁବୁଦ୍ଧି, ସହ ସଂପାଦକ – ଆଶୁତୋଷ ସାହୁ, କୋଷାଧ୍ୟକ୍ଷ – ରାଜେଶ କୁମାର ସାହୁଙ୍କୁ ଚୟନ କରାଯାଇଥିଲା। ସେହିଭଳି ଉପଦେଷ୍ଟା କମିଟିରେ ଅଜିତ କୁମାର ସାହୁ, ଆରୁପାନନ୍ଦ ସାହୁ, ଅଶୋକ ବେହେରା, ରାମାନନ୍ଦ ଚୌଦୁରି, ସଞ୍ଜୟ ସାହୁ, ଘଣ୍ଟା ନାୟକ, ସିମଞ୍ଚାଲ ସାହୁ, ବିଭୂତି ସାହୁ, ଏ ବାଲାଜୀ ପାତ୍ର, ପ୍ରଦୀପ ସାହୁ ଓ ବାସୁଦେବ ସାହୁଙ୍କୁ ଚୟନ କରାଯାଇଥିଲା।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories