www.samajalive.in
Monday, December 8, 2025
20.1 C
Bhubaneswar

ଉଦ୍ଭିଦ କିସମ ଓ କୃଷକ ଅଧିକାର ସୁରକ୍ଷା ସଚେତନତା ଶିବିର

ଜି ଉଦୟଗିରି: ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ବରିଷ୍ଟ ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ଡ଼ ନାରାୟଣ ବାରଙ୍କ ଅଧ୍ୟକ୍ଷତାରେ କନ୍ଧମାଳ, ଗଜପତି ଓ ରାୟଗଡ଼ା ଜିଲ୍ଲାର ୧୦୦ରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ନେଇ ଉଦ୍ଭିଦ କିସମ ଓ କୃଷକ ଅଧିକାର ସୁରକ୍ଷା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଗଜପତିରୁ ବୈଜ୍ଞାନିକ ଡ଼ ସଂଜିତ୍ କୁମାର ମାଣ୍ଡି, ରାୟଗଡ଼ାରୁ ବୈଜ୍ଞାନିକ, ଡ଼ ରାଜୀବ କୁମାର ଟୁଡୁ ଓ ସ୍ଥାନୀୟ ଆଞ୍ଚଳିକ ଗବେଷଣା କେନ୍ଦ୍ରର ଅଧକ୍ଷ ଡ଼ ଜ୍ଞାନଲୋକ ଦାଶ, ବୈଜ୍ଞାନିକ ଡ଼ ଦେବେନ୍ଦ୍ର କୁମାର ଦେଵତା,ବୈଜ୍ଞାନିକ ଡ଼ ସୁଜିତ୍ କୁମାର ମୁଖୀ,ବୈଜ୍ଞାନିକ ପ୍ରଶାନ୍ତ କୁମାର ନନ୍ଦ, ବୈଜ୍ଞାନିକ ଶ୍ରୀମତୀ ସିପାଲି ପ୍ରଧାନ ଓ ବୈଜ୍ଞାନିକ ସୁମିତ୍ରା ହେମ୍ବ୍ରମ ଯୋଗଦେଇ ବିଭିନ୍ନ ପ୍ରକାର ଦେଶୀ ବିହନ ସଂରକ୍ଷଣ, ଗୋବର ଖତ, ଜିଆ ଖତ, ମାଟି ପରୀକ୍ଷା, ପ୍ରାକୃତିକ ପଦ୍ଧତିରେ ଚାଷ କରିବା, କେମିକାଲ ସାର ପ୍ରୟୋଗ ଦ୍ଵାରା ଜମିର ଆୟୁ କମିବା ଆଦି ଉପରେ ଗୁରୁତ୍ୱାରୋପ କରିଥିଲେ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories