www.samajalive.in
Thursday, December 11, 2025
27.1 C
Bhubaneswar

ନିଗମାନନ୍ଦ ସରସ୍ୱତୀଙ୍କ ୧୪୫ତମ ଜନ୍ମୋତ୍ସବ

ଗୁରୁଡ଼ିଝାଟିଆ: ଖୁଣ୍ଟୁଣୀସ୍ଥିତ ନଗମାଆସନ ମନ୍ଦିର ଠାରେ ସ୍ୱାମୀ ନିଗମାନନ୍ଦ ସରସ୍ୱତୀଙ୍କ ୧୪୫ତମ ଜନ୍ମଉତ୍ସବ ପାଳିତ ହୋଇଛି। ସମାଜସେବୀ ଭାଗୀରଥି କର, ଖୁଣ୍ଟୁଣୀ-ରମ୍ପେଇ ଗ୍ରାମ୍ୟ କମିଟିର ମୁରବୀ ବିପିନ ବିହାରୀ ପ୍ରଧାନ, ସାହିତ୍ୟିକ ଶୁରେସ ପ୍ରଧାନ, ଖୁଣ୍ଟୁଣୀ ମନ୍ଦିର ମହିଳା ଶାଖାର ସଭାନେତ୍ରୀ ପ୍ରଭାତ ନଳୀନି ପାତ୍ର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ଶାଖାର ସଭାପତି ପ୍ରମୋଦ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜନ୍ମ ଉତ୍ସବରେ ଅଭାବୀ ଦୁସ୍ଥ ଓ ନିଃସହାୟମାନଙ୍କୁ ନୂତନ ଶାଢୀ ଓ ଧୋତି ସହିତ ଖାଦ୍ୟ ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ୩ଶହରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories