ନୂଆପଡା : ସୁରକ୍ଷାକର୍ମୀଙ୍କ କୁମ୍ବିଂ ବେଳେ ଶନିବାର ଏକ ମାଓ କ୍ୟାମ୍ପ ଠାବ ହୋଇଛି। ସିନାପାଲି ଥାନା ଝୋଲାପଡା ଗାଁ ନିକଟ ପାଟଧରା ଜଙ୍ଗଲରେ ଏହି କ୍ୟାମ୍ପ ଠାବ ହୋଇଛି।୨୮ଟି ଡିଟୋନେଟର,୧ କେଜି ବିସ୍ଫୋରକ ସହ ବହୁ ସାମଗ୍ରୀ ଜବତ କରାଯାଇଛି। ଏହାସହ ଏସଓଜି,ଡିଭିଏଫ, କୋବ୍ରା ଓ ସିଆରପିଏଫ ପକ୍ଷରୁ ତଲାସି ଅଭିଯାନ ଜାରି ରହିଛି।
Popular Categories



