www.samajalive.in
Sunday, December 7, 2025
18.1 C
Bhubaneswar

ସକାଳ ୯ଟା – ମୁଖ୍ୟ ଖବର

(୧) ସମ୍ବଲପୁର ବିଶ୍ୱବିଦ୍ୟାଳୟ ମହିଳା ସହକାରୀ ପ୍ରଫେସରଙ୍କୁ ନିର୍ଯାତନା ଘଟଣା
– ରାଜନୀତି ବିଜ୍ଞାନ ବିଭାଗ ସହକାରୀ ପ୍ରଫେସର ନିଲମ୍ବିତ
– ନିରପେକ୍ଷ ତଦନ୍ତ ପାଇଁ ସହକାରୀ ପ୍ରଫେସରଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଲେ କୁଳପତି
(୨) ଜାଲ ନୋଟ କାରବାରରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଧରିଲା ବାଲେଶ୍ୱର ନୀଳଗିରି ପୁଲିସ
– ୩୨ ହଜାର ୭ ଶହ ଟଙ୍କାର ଜାଲ ନୋଟ ଜବତ
(୩) ଭଦ୍ରକ ତିହିଡ଼ି ଥାନା କନଷ୍ଟେବଲ ତୋଫାନ ପାତ୍ରଙ୍କ ମୃତଦେହ ତାଙ୍କ ସରକାରୀ ଆବାସରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର
– ପାରିବାରିକ କଳହରୁ ଆତ୍ମହତ୍ୟା ସନ୍ଦେହ, ପୁଲିସର ତଦନ୍ତ ଆରମ୍ଭ
(୪) କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାର ତତ୍କାଳୀନ ଆଇଆଇସି ଓ ଦୁଇ ଜଣ ହୋମଗାର୍ଡଙ୍କ ନାଁରେ ବେଆଇନ ନିଶା ଦ୍ରବ୍ୟ କାରବାର ଆଇନ ଅଧୀନରେ ମାମଲା ରୁଜୁ
– କନ୍ଧମାଳ ଅତିରିକ୍ତ ଏସପି ଲଳିତ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଆଧାରରେ ମାମଲା ରୁଜୁ
(୫) ଆମେରିକା ଫ୍ଲୋରିଡାର ଏକ ଦୋକାନରେ ଅତର୍କିତ ଗୁଳିମାଡ଼, ୩ ମୃତ, ଏକାଧିକ ଗୁରୁତର
– ଗୁଳିମାଡ଼ ପରେ ନିଜକୁ ଗୁଳିକରି ହତ୍ୟା କଲା ଦୁର୍ବୃତ୍ତ
(୬) ଉନ୍ନୟନ କମିଶନର ଅନୁ ଗର୍ଗ ନିର୍ମାଣାଧୀନ ପୁରୀ ବିମାନବନ୍ଦର ଓ ଅନ୍ୟାନ୍ୟ କାର୍ଯ୍ୟର ସମୀକ୍ଷା କରିଥିବା ସୂଚନା
(୭) ଏର୍ମସନ ମନ୍‌ଗାଗ୍ବା ଦ୍ଵିତୀୟ ଥର ପାଇଁ ଜିମ୍ବାୱେର ରାଷ୍ଟ୍ରପତି ନିର୍ବାଚିତ
(୮) ଆଜି ସରିବ ବିଶ୍ୱ ଆଥଲେଟିକ୍ସ ଚାମ୍ପୟନସିପ୍‌ ୨୦୨୩
– ଜାଭେଲିନ୍‌ ଥ୍ରୋ ଫାଇନାଲରେ ଖେଳିବେ ଓଡ଼ିଆ ପୁଅ କିଶୋର ଜେନା
(୯) ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଶେଷ ହେବ ଶ୍ରୀମନ୍ଦିର ପରିକ୍ରମା ମାର୍ଗ, ସମୀକ୍ଷା କଲେ ୫-ଟି ସଚିବ
– ଶନିବାର ରାତିରେ ପୁରୀ ଗସ୍ତରେ ଆସି ଶ୍ରୀ ଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱ ପରିକ୍ରମା ମାର୍ଗ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କଲେ ୫-ଟି ସଚିବ ଭି. କେ ପାଣ୍ଡିଆନ
– ଉଚ୍ଛେଦ ହୋଇଥିବା ମଠ ଗୁଡ଼ିକର ସୌନ୍ଦର୍ଯ୍ୟକରଣ ଏବଂ ଐତିହ୍ୟ ରଘୁନନ୍ଦନ ପାଠାଗାର ପୁନଃନିର୍ମାଣ ସମ୍ପର୍କରେ ହୋଇଛି ଆଲୋଚନା

Hot this week

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

Related Articles

Popular Categories