୧. ଜିଏସଟି ପରିଷଦର ୪୪ତମ ବୈଠକରେ ନିଷ୍ପତ୍ତି, କରୋନା ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଔଷଧ ରେମଡେସିଭିର ଓ ଅନ୍ୟାନ୍ୟ ଔଷଧ ଏବଂ ଅମ୍ଳଜାନ ସମ୍ପର୍କିତ ଯନ୍ତ୍ରପାତି ଉପରୁ ଶୁଳ୍କ ହ୍ରାସ
୨. କଂଗ୍ରେସର ଅଭିଯୋଗ, ସରକାର ଲୁଚାଉଛନ୍ତି କୋଭିଡ ମୃତକଙ୍କ ସଂଖ୍ୟା, ଅନ୍ୟ ରୋଗରେ ମରିଥିବା କହି କମ କରୁଛନ୍ତି ସଂଖ୍ୟା
୩. କଟକରୁ ନକଲି ଔଷଧ ଜବତ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲା ସ୍ୱାସ୍ଥ୍ୟବିଭାଗ, ମିଳିତ ଅନୁସନ୍ଧାନ କରିବେ ଔଷଧ ନିଗମ ଓ ପୁଲିସ
୪. ଭୁବନେଶ୍ୱର ଶିଶୁଭବନରୁ ରାଜମହଲ ଯିବା ରାସ୍ତାରେ ଜଣେ ଯୁବକଙ୍କୁ ପଥରେ ଛେଚି ହତ୍ୟା କଲେ ଦୁର୍ବୃତ୍ତ, କ୍ୟାପିଟାଲ ଥାନାରେ ଜଣେ ଅଟକ
୫. ଠକେଇ ଓ ଜାଲିଆତି ମାମଲାରେ ଗିରଫ ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଜାମିନ, ଆଜି ବାହାରିଲେ ଜେଲରୁ
୬. କରୋନା ସ୍ଥିତି ନେଇ ସିଏମସି କମିସନରଙ୍କ ସୂଚନା, କଟକରେ କମୁଛି ଦୈନିକ ସଂକ୍ରମଣ
୭. ସିଏମସି କମିସନରଙ୍କ ସୂଚନା, କଟକରେ ଆବଶ୍ୟକ ସଂଖ୍ୟକ ଅକ୍ସିଜେନ୍ ଶଯ୍ୟା ମହଜୁଦ୍ ଅଛି
୮. ଚଳିତବର୍ଷ ୟୁଜି ଓ ପିଜି ପରୀକ୍ଷା କରିବାକୁ କୁଳପତି ସମ୍ମିଳନୀରେ ନିଷ୍ପତ୍ତି, ୧୮ରେ ଚୂଡାନ୍ତ ନିଷ୍ପତ୍ତି
୯. ଆଜି ରାଜ୍ୟରେ ୪୮୫୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୪୭ ମୃତ ଓ ୭୫୭୮ ସୁସ୍ଥ
୧୦. ଆଜି ଦେଶରେ ୮୪୩୩୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୪୦୦୨ ମୃତ ଓ ୧୨୧୩୧୧ ସୁସ୍ଥ
ରାତି ୧୦ଟା – ମୁଖ୍ୟ ଖବର
Popular Categories



