www.samajalive.in
Tuesday, December 9, 2025
17.1 C
Bhubaneswar

ସନ୍ଧ୍ୟା ୭ଟା – ମୁଖ୍ୟ ଖବର

– କାର୍ ଧକ୍କାରେ ଆଜି ପ୍ରାଣ ହରାଇଥିବା ସୁବର୍ଣ୍ଣପୁର ଶରଧାପାଲି ୟୁପି ସ୍କୁଲର ୩ ଛାତ୍ରଙ୍କ ପରିବାର ପାଇଁ ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆହତ ଛାତ୍ରଙ୍କୁ ୫୦ ହଜାର ସହାୟତା
– ତୃତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ୨୬୯ ରନରେ ଅଷ୍ଟ୍ରେଲିଆ ଅଲଆଉଟ, ଭାରତ ପାଇଁ ୨୭୦ ରନର ଲକ୍ଷ୍ୟ
– ପଶ୍ଚିମବଙ୍ଗ ଭବନ ନିର୍ମାଣ ପାଇଁ ପୁରୀ ବଳିଆପଣ୍ଡା ଅଞ୍ଚଳରେ ଜମି ଦେଖିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
– ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା, ରାଜ୍ୟର ୧୧ ହଜାର ୭୧୦ଟି ସ୍କୁଲକୁ ନାହିଁ ବିଦ୍ୟୁତ ସଂଯୋଗ
– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କି ବାତ’ର ୧୦୦ତମ ସଂସ୍କରଣ ସାରା ବିଶ୍ୱରେ ପ୍ରସାରଣ ଲାଗି ବ୍ୟବସ୍ଥା କରୁଛି ବିଜେପି
– ମୋଦୀଙ୍କ ୧୦୦ତମ ମନ କି ବାତ ଅବସରରେ ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ ଯେଉଁ ବ୍ୟକ୍ତି ବିଶେଷଙ୍କ କଥା କହିଛନ୍ତି, ସେମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବ
– ସେହି ବ୍ୟକ୍ତିବିଶେଷଙ୍କୁ ସମ୍ପୃକ୍ତ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବେ
– ପ୍ରତ୍ୟେକ ଲୋକସଭା ଆସନ ଅନ୍ତର୍ଗତ ୧୦୦ଟି ସ୍ଥାନରେ ୧୦୦ ଜଣ ଲେଖାଏଁ ଲୋକ ଗୋଟିଏ ସ୍ଥାନରେ ବସି ମୋଦୀଙ୍କ ମନ କି ବାତ ଶୁଣିବେ
– ଆସନ୍ତା ଏପ୍ରିଲ ୩୦ରେ ପ୍ରସାରିତ ହେବାକୁ ଥିବା ମନ କି ବାତ’ର ୧୦୦ତମ ସଂସ୍କରଣ ୧ ଲକ୍ଷରୁ ଅଧିକ ବୁଥରେ ପ୍ରସାରଣ ପାଇଁ ବ୍ୟବସ୍ଥା କରାଯାଉଛି

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories