ନିଉଜ ଆଲର୍ଟବଡ଼ ଖବରଭୁବନେଶ୍ବର Less than 1 min.Read ସନ୍ଧ୍ୟା ୭ଟା-ମୁଖ୍ୟ ଖବର By samajalive 12 June, 2021 7:02 PM FacebookTwitterPinterestWhatsAppLinkedinReddIt –ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମକୁ ୟୁଏନଡିପିର ପ୍ରଶଂସା; ବିଶ୍ୱର ଅନ୍ୟ ଭାଗରେ ଅନୁକରଣ ପାଇଁ ସୁପାରିସ –ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ ସମେତ କୋଭିଡ୍ ମୁକାବିଲା କ୍ଷେତ୍ରରେ ମାଲକାନଗିରି ଜିଲ୍ଲାର ଉଲ୍ଲେଖନୀୟ ସଫଳତାକୁ ପ୍ରଶଂସା – କେନ୍ଦ୍ର ସରକାର ରେମଡେସିଭିର ଉପରୁ ଜିଏସ୍ଟି ୧୨% ରୁ ୫%କୁ ହ୍ରାସ କରିଛନ୍ତି –୪୪ତମ ଜିଏସ୍ଟି ପରିଷଦ ବୈଠକ ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି – କରୋନା ଚିକିତ୍ସାରେ ବ୍ୟବହାର କରାଯାଉଥିବା ଔଷଧ ରେମଡେସିଭିର, ଟୋସିଲିଜୁମାବ, ହେପାରିନ ଉପରୁ ଜିଏସଟି ହ୍ରାସ କରାଯ଼ାଇଛି –ଏହି ସବୁ ଦରହ୍ରାସ/ଛାଡ଼ ୩୦ ସେପ୍ଟେମ୍ବର ୨୦୨୧ ପର୍ୟ୍ୟନ୍ତ ଲାଗୁ ରହିବ। – ଓଡିଶା ପୁଲିସ ନିଯୁକ୍ତି ପାଇଁ ଆବେଦନ କରିପାରିବେ କିନ୍ନର : କିନ୍ନର ସଂଘ ପକ୍ଷରୁ ସ୍ୱାଗତ –ଭୁବନେଶ୍ବର ଝାରପଡ଼ା ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଗତକାଲି ଷଷ୍ଠ ମାମଲାରେ ହାଇକୋର୍ଟରୁ ଜାମିନ ପାଇଥିଲେ ପ୍ରଦୀପ ପାଣିଗ୍ରାହୀ –ରାଜ୍ୟରେ ୟୁଜି ଓ ପିଜି ପରୀକ୍ଷା ପ୍ରାୟତଃ ହେବ,ସରକାର ଆସନ୍ତା ୧୮ ତାରିଖରେ ଏ ଦିଗରେ ଚୂଡ଼ାନ୍ତ ନିଷ୍ପତି ନେବେ : ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ –ଦଣ୍ଡାଦେଶ ବିରୋଧରେ କୁଳଭୂଷଣଙ୍କୁ ଆବେଦନ ସୁଯୋଗ –କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ) ପରିସରଭୁକ୍ତ ଜଣେ କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ ପରେ ତାଙ୍କ ପରିଜନକୁ ମିଳୁଥିବା ସର୍ବାଧିକ ବୀମା ରାଶି ୬ରୁ ବୃଦ୍ଧି କରାଯାଇ ୭ ଲକ୍ଷ ଟଙ୍କାରେ ନିର୍ଦ୍ଧାରଣ କରାଯାଇଛି –ଅଭିନେତ୍ରୀ ଐସା ସୁଲତାନାଙ୍କ ବିରୋଧରେ ଦେଶଦ୍ରୋହ ମାମଲା –ବୁଲିବୁଲି କ୍ଷମା ମାଗୁଛନ୍ତି ତୃଣମୂଳ କଂଗ୍ରେସ ଛାଡ଼ିଥିବା ଅନେକ ନେତା –ଭାରତର କୋଭାକ୍ସିନ ଟିକାକୁ ମନା କଲା ଆମେରିକା –କଳା କବକ ସଂକ୍ରମଣ, ୩ ସପ୍ତାହରେ ଗଲାଣି ୨୧୦୦ ଜୀବନ –ଓଡ଼ିଶାରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ, ଗୋଟିଏ ଦିନରେ ରାଜ୍ୟରେ ୪୮୫୨ ଜଣ ନୂଆ ସଂକ୍ରମିତ ଚିହ୍ନଟ –ସଂଗରୋଧରୁ ୨୭୬୫ ଏବଂ ସ୍ଥାନୀୟ ସଂକ୍ରମିତ ୨୦୮୭ –ରାଜ୍ୟରେ ଥମୁନି କରୋନା ମୃତ୍ୟୁ। ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୭ ଆକ୍ରାନ୍ତଙ୍କ ମୃତ୍ୟୁ –ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଯୌତୁକବାହାଲ ଗାଁରେ ଏକ ଅଭାବନୀୟ ଘଟଣା –ବାପାର ମରଣାନ୍ତକ ଆକ୍ରମଣରେ ୩ ବର୍ଷର ନାବାଳିକା ମୃତ ; ଅନ୍ୟ ୩ ନାବାଳିକା ଓ ପତ୍ନୀ ଗୁରୁତର –ଜାମ୍ମୁ-କାଶ୍ମୀରରେ ପୁଲିସ ଓ ସିଆରପିଏଫଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ; ୨ ପୁଲିସ କର୍ମଚାରୀ ଶହୀଦ –ଦିଲ୍ଲୀ ଲଜପତ ନଗରରେ ଭୟାବହ ଅଗ୍ନିକାଣ୍ଡ ; ନିଆଁ ଲିଭାଇବା କାର୍ୟ୍ୟରେ ଅଗ୍ନିଶମ କର୍ମଚାରୀ ନିୟୋଜିତ –ଖର୍ଚ୍ଚ କାଟ କରିବାକୁ କହିଲା ଅର୍ଥ ମନ୍ତ୍ରଣାଳୟ ; ୨୦% ଖର୍ଚ୍ଚ କମାଇବାକୁ ସରକାରୀ ବିଭାଗଗୁଡିକୁ ନିର୍ଦ୍ଦେଶ –ଅଙ୍ଗ ସାନ୍ ସୁ କିଙ୍କ ବିରୁଦ୍ଧରେ ନୂଆ ଦୁର୍ନୀତି ଅଭିଯୋଗ ; ୧୫ ବର୍ଷ ହୋଇପାରେ କାରାଦଣ୍ଡାଦେଶ –ସନ୍ଦିଗ୍ଧ ଚାଇନା ଗୁଇନ୍ଦା ଗିରଫ ; ବାଂଲାଦେଶ ପଟୁ ଭାରତକୁ ଅନୁପ୍ରବେଶ ଉଦ୍ୟମ ସମୟରେ ଧରାପଡିଲା –ସ୍ନାତକୋତ୍ତର ଡାକ୍ତରୀ ପ୍ରବେଶିକା ପରୀକ୍ଷା ଅନ୍ୟୂନ ମାସେ ଘୁଞ୍ଚାଅ- ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ –ଆମେରିକାର ସବୁଠାରୁ ବଡ ଚାଷୀ ବିଲ୍ ଗେଟସ –ବିଶ୍ୱର ସବୁଠାରୁ ଡେଙ୍ଗା ପୁଲିସ କର୍ମଚାରୀ ; ଉଚ୍ଚତା ୭ ଫୁଟ ୬ଇଞ୍ଚ –ଚୀନରେ ବିଦେଶୀ କଟକଣା ବିରୋଧରେ ନୂଆ ଆଇନ ଗୃହୀତ Tagsnews Headlines @ 7PModia news Hot this week କଟକ କ୍ରିକେଟ୍ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା December 7, 2025 0 ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା... ନିଉଜ ଆଲର୍ଟ ଜାନୁଆରୀ ୨୦ରେ ଓଏସ୍ଏସ୍ଟିଇଟି December 7, 2025 0 କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ... ବାଣିଜ୍ୟ ସୁନା ଲିଜ୍ ବା ଭଡା ଦେଇ ରୋଜଗାର December 7, 2025 0 ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା... କଟକ ‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’ December 7, 2025 0 କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ... ଆମ ଓଡ଼ିଶା କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା December 7, 2025 0 କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,... Related Articles କ୍ରିକେଟ୍ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା କଟକ December 7, 2025 ଜାନୁଆରୀ ୨୦ରେ ଓଏସ୍ଏସ୍ଟିଇଟି ନିଉଜ ଆଲର୍ଟ December 7, 2025 ସୁନା ଲିଜ୍ ବା ଭଡା ଦେଇ ରୋଜଗାର ବାଣିଜ୍ୟ December 7, 2025 ‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’ କଟକ December 7, 2025 କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା ଆମ ଓଡ଼ିଶା December 7, 2025 Popular Categories ନିଉଜ ଆଲର୍ଟଆମ ଓଡ଼ିଶାବଡ଼ ଖବରଦେଶ-ବିଦେଶଭୁବନେଶ୍ବରକ୍ରୀଡ଼ାରାଜନୀତି Previous articleମୋହନାରେ ଗଡ଼ିଲା କରୋନା ସଚେତନତା ରଥNext article୨ ବର୍ଷରୁ ପହଁରା ଶିଖିଥିବା ଶିଶୁ ୪ ବର୍ଷ ବୟସରେ ଆଜି ଜଣେ ଦକ୍ଷ ପହଁରାଳି