www.samajalive.in
Friday, December 12, 2025
14.1 C
Bhubaneswar

ଦୁର୍ନୀତି ନିରାକରଣ ସଚେତନତା ଅଭିଯାନ

ଭୁବନେଶ୍ୱର: କେନ୍ଦ୍ରୀୟ ଭିଜିଲାନ୍ସ କମିଶନଙ୍କ ନିର୍ଦ୍ଦେଶନାମା ଅନୁସାରେ ନ୍ୟାସନାଲ ଫର୍ଟିଲାଇଜର୍ସ ଲିମିଟେଡ ପକ୍ଷରୁ ଭିଜିଲାନ୍ସ ସଚେତନତା ଅଭିଯାନ ଓଡିଶାର ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଅନ୍ତର୍ଗତ ବଇଁଚୁଆ ଗ୍ଲାମରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଏଠାରେ ଅନୁଷ୍ଠିତ ଗ୍ରାମ ସଭାରେ ସରପଞ୍ଚ ରସ୍ମିତା ସାହୁ, ମୁଖ୍ୟ ପ୍ରବନ୍ଧକ ଟି.କେ ଜୈନ, ଏ.କେ. ସକ୍ସେନା, ମୁଖ୍ୟ ପ୍ରବନ୍ଧକ (ସତର୍କତା), ଭୋପାଳ, ରାଜ୍ୟ ପ୍ରବନ୍ଧକ (ଛତିଶଗଡ଼ ଓ ଓଡ଼ିଶା) ଓମ୍ ପାଲ ଗୁପ୍ତା ଏବଂ ଆଞ୍ଚଳିକ ପ୍ରବନ୍ଧକ ବିଜୟ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଗ୍ରାମସଭାରେ ପ୍ରାୟ ୫୫ ଜଣ ଚାଷୀ ଉପସ୍ଥିତ ଥିଲେ। କାର୍ୟ୍ୟକ୍ରମରେ ଜନସ୍ୱାର୍ଥ ପ୍ରକାଶ ଏବଂ ସୂଚନାଦାତାଙ୍କ ସୁରକ୍ଷା (ପିଆଇଡିପିଆଇ) ଅଭିଯୋଗ ସମ୍ପର୍କରେ ବୈଠକରେ ବିସ୍ତୃତ ସୂଚନା ଦିଆଯାଇଥିଲା।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories