www.samajalive.in
Friday, December 5, 2025
27.1 C
Bhubaneswar

ଆବାସ ଯୋଜନାରୁ ବଞ୍ଚିତ ଗ୍ରାମବାସୀ

ରଣପୁରଗଡ:  ସରକାର ଆବାସ ଯୋଜନାକୁ ସ୍ୱଛ ଓ ଦୁର୍ନୀତି ମୁକ୍ତ ପାଇଁ ଅନଲାଇନ ତାଲିକା ପ୍ରକାଶନ କରିଛନ୍ତି। ତାଲିକାରେ ହିତାଧିକାରୀଙ୍କ ନା ଅନ୍ୟ ଗ୍ରାମ ପଞ୍ଚାୟତରେ ପ୍ରକାଶନ ଯେ।ଗୁ ୧୦ ବର୍ଷ ହେଲା ଆବାସ ଯୋଜନାରୁ ବଞ୍ଚିତ ସହ ତାଲିକାରୁ ନା କଟିଥିବା ଅଭିଯୋଗ ହୋଇଛି। ନୟାଗଡ଼ ଜିଲ୍ଲା ରଣପୁର ବ୍ଳକ କାସନ୍ଦା ଗ୍ରାମ ପଞ୍ଚାୟତ ୭ ନମ୍ବର ୱାର୍ଡ ବରପଲ୍ଲୀ ଗ୍ରାମର ଯେ।ଗ୍ୟ ହିତାଧିକାରୀଙ୍କ ନାମ ରାଇପଡା ଗ୍ରାମ ପଞ୍ଚାୟତ ବରପଲ୍ଲୀ ତାଲିକାରେ ରହିଥିଲା। ସେ ସର୍ଭେ ସମୟରେ ସେଭଳି ନାମଧାରୀ ବ୍ୟକ୍ତି ରାଇପଡା ବରପଲ୍ଲୀରେ ନଥିବାରୁ ତଦନ୍ତକାରୀ ତାଲିକାରୁ ସେମାନଙ୍କ ନାମ ଡିଲିଟ କରିଛନ୍ତି। ତେଣୁ ଏବେବି କାସନ୍ଦା ବରପଲ୍ଲୀ ଗ୍ରାମବାସୀ ଆବାସ ଯୋଜନାରୁ ବଞ୍ଚିତ। ନୟାଗଡ଼ ଜିଲ୍ଲାପାଳ ଓ ରାଜ୍ୟ ଉଚ୍ଚ ଅଧିକାରୀ ଦୣଷ୍ଟି ଦେବାକୁ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories