www.samajalive.in
Monday, December 8, 2025
27.1 C
Bhubaneswar

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ହତ୍ୟା ଧମକ ମିଳିଥିବା ଜଣାପଡିଛି। ଗୁରୁବାର ରାତି ୧୧ଟାରେ ଗାଜିଆବାଦ ଥାନାକୁ ଏ ସମ୍ପର୍କିତ ଫୋନ୍‌ କଲ ଆସିଥିବାବେଳେ ତୁରନ୍ତ ଏ ସମ୍ପର୍କରେ ଦିଲ୍ଲୀ ପୁଲିସକୁ ଅବଗତ କରାଯାଇଥିଲା। ଦିଲ୍ଲୀର କୋଟୱାଲି ଥାନା ଅଞ୍ଚଳରୁ ଏହି ଫୋନ ଆସିଥିବା ଟ୍ରାକିଂରୁ ଜଣାପଡିଥିଲା। ତେବେ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଜଣକ ଫୋନ ସୁଇଚ୍‌ ଅଫ୍‌ ରଖିଥିବାରୁ ଅଭିଯୁକ୍ତକୁ ଗିରଫ କରିବା ସମ୍ଭବ ହୋଇପାରିନାହିଁ। ରେଖା ଗୁପ୍ତା ଇତିମଧ୍ୟରେ ୧୦୦ ଦିନ ପୂରଣ କରିଥିବାବେଳେ ପ୍ରଥମ ଥର ଏଭଳି ଧମକ ପାଇଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories