www.samajalive.in
Tuesday, December 9, 2025
15.1 C
Bhubaneswar

ଜାତୀୟ କ୍ରୀଡ଼ା: ଓଡ଼ିଶା ମହିଳା ବିଚ୍‌ ଭଲିବଲ ଦଳ ବିଜୟୀ

କଟକ: ଉତ୍ତରାଖଣ୍ଡର ଡେରାଡୁନ୍‌ରେ ଚାଲିଥିବା ଜାତୀୟ କ୍ରୀଡ଼ାରେ ଓଡ଼ିଶା ମହିଳା ବିଚ୍‌ ଭଲିବଲ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଓଡ଼ିଶା ଦଳ ୨-୦ରେ ଆୟୋଜକ ଦଳ ଉତ୍ତରାଖଣ୍ଡକୁ ପରାସ୍ତ କରିଛି। ଏହି ଇଭେଣ୍ଟର ଫାଇନାଲ ମ୍ୟାଚ୍‌ ୬ରେ ଖେଳାଯିବ। ସୂଚନାଯୋଗ୍ୟ; ଓଡ଼ିଶା ମହିଳା ବିଚ୍‌ ଭଲିବଲ ଦଳରେ କିଟ୍‌ ବିଶ୍ବବିଦ୍ୟାଳୟ ଦଳର ୨ ଜଣ ଛାତ୍ରୀ ସ୍ଥାନ ପାଇଛନ୍ତି।

ସେମାନେ ହେଲେ ଶିବାନୀ ପ୍ରିୟଦର୍ଶିନୀ ଓ ମୁଣ୍ଡାରୀ। ସଂଗୀତ ଟପ୍ପୋ ଦଳର ପ୍ରଶିକ୍ଷକ ଅଛନ୍ତି। ଦଳର ସଫଳତା ପରେ ଓଡ଼ିଶା ଭଲିବଲ୍‌ ଆସୋସିଏସନ୍‌ର ସଭାପତି ତଥା କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏବଂ ଆସୋସିଏସନ୍‌ର ସମ୍ପାଦକ ଡ. ଗଗନେନ୍ଦୁ ଦାସଙ୍କୁ ସେମାନଙ୍କ ସମର୍ଥନ ପାଇଁ ଓଡ଼ିଶା ଦଳର ଖେଳାଳି ଧନ୍ୟବାଦ ଜଣାଇଛନ୍ତି। ଏହାସହ ଡ. ଅଚ୍ୟୁତ ସାମନ୍ତ ଆଗାମୀ ମ୍ୟାଚ୍‌ଗୁଡ଼ିକରେ ଓଡ଼ିଶା ଦଳର ସଫଳତା କାମନା କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories