www.samajalive.in
Tuesday, December 9, 2025
16.1 C
Bhubaneswar

ମହିଳାଙ୍କ ପେଟରୁ ବାହାରିଲା ୧.୫ କିଲୋ ଲୁହାକଣ୍ଟା

ମୁମ୍ବଇ : ଜଣେ ମହିଳାଙ୍କ ପେଟରୁ ପ୍ରାୟ ଦେଢ କିଲୋ ଓଜନର ସେଫ୍ଟିପିନ, ହେୟାର ପିନ, ବ୍ରେସଲେଟ, ଚେନ୍‍, ମଙ୍ଗଳସୂତ୍ର, ବ୍ୟାଙ୍ଗଲସ୍‍, ନଟ୍‍-ବୋଲ୍ଟ ଆଦି ବିଭିନ୍ନ ଜିନିଷ ଅସ୍ତ୍ରୋପଚାର ମାଧ୍ୟମରେ ବାହାର କରାଯାଇଛି। ମହିଳା ଜଣଙ୍କ ହେଉଛନ୍ତି ମହାରାଷ୍ଟ୍ର ଶିରିଡି ନିବାସୀ ସଙ୍ଗୀତା (୪୦)। ସରକାରୀ ସିଭିଲ ହସ୍ପିଟାଲରେ ମହିଳାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ମହିଳା ଜଣଙ୍କ ମାନସିକ ବିକୃତ ଥିଲା। ସେ ଏଣେତେଣେ ବୁଲାବୁଲି କରୁଥିବାବେଳେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରଥମେ ତାଙ୍କୁ ମାନସିକ ବିକୃତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ପରେ ତାଙ୍କ ପେଟ ଯନ୍ତ୍ରଣା ହେଉଥିବା ଜାଣି ଅସ୍ତ୍ରୋପଚାର କରାଯାଇଥିଲା। ମହିଳାଙ୍କ ପେଟରେ ପ୍ରାୟ ଅଢେଇ ଘଣ୍ଟା ଅସ୍ତ୍ରୋପଚାର ହୋଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories