ଗୁଣ୍ଟୁର ..- ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଏକ ଜନ ସଭାରେ ପ୍ରଧାନମନ୍ତ୍ରୀ ମୋଦୀ , ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ର ବାବୁ ତାଙ୍କୁ ଶଶ୍ୱୁର ଏନ୍ଟି ରାମାରାଓଙ୍କ ପିଠିରେ ଛୁରିକା ଘାତ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରକାଶ କରିଛନ୍ତି । ଚନ୍ଦ୍ର ବାବୁ ନାଇଡୁ ନିଜର ସ୍ୱାର୍ଥପାଇଁ ରାଜ୍ୟକୁ ବାଣ୍ଟିଥିବା କଂଗ୍ରେସ ସହ ହାତ ମିଳାଇଛନ୍ତି ମୋଦୀ ପ୍ରକାଶ କରିଛନ୍ତି ।
ମୋଦୀଙ୍କର ଏହି ଜନସଭା ବିରୁଦ୍ଧରେ ଗୁଣ୍ଟୁରର ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଥିଲା । ଟିଡିପିର କାର୍ଯ୍ୟକର୍ତ୍ତାମାନେ କଳା ବେଲୁନ୍ ଉଡାଇଥିଲେ । କେନ୍ଦ୍ର ଆନ୍ଧ୍ରପ୍ରଦେଶକୁ ଦେଇଥିବା ସ୍ୱତନ୍ତ୍ର ପ୍ୟାକେଜକୁ ରାଜ୍ୟ ବ୍ୟବହାର କରି ପାରି ନଥିବା ମୋଦୀ ପ୍ରକାଶ କରିଛନ୍ତି । ଚନ୍ଦ୍ର ବାବୁ ନାଇଡୁ ଏବେ ଅସତ୍ୟର ରାଜନୀତି କରୁଥିବା କଥା ସେ ପ୍ରକାଶ କରିଛନ୍ତି ।



