www.samajalive.in
Friday, December 5, 2025
16.1 C
Bhubaneswar

‘ମିସ୍‌ ୟୁନିଭର୍ସ ୨୦୨୪’: ଇତିହାସ ରଚିଲା ଡେନମାର୍କ

ସମାଜ ଡିଜିଟାଲ ଡେସ୍କ: ‘ମିସ୍‌ ୟୁନିଭର୍ସ ୨୦୨୪’ ଟାଇଟଲ ହାତେଇଛନ୍ତି ୨୧ ବର୍ଷୀୟା ଭିକ୍ଟୋରିଆ କଜେର। ଏହାଦ୍ଵାରା ଦୁନିଆର ସବୁଠାରୁ ବଡ଼ ସ୍ୱୀକୃତିପ୍ରାପ୍ତ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଡେନମାର୍କ ପ୍ରଥମ ବିଜୟ ହାସଲ କରିଛି। ମିସ୍ ନିକାରାଗୁଆ ଶେନ୍ନିସ୍ ପଲାସିୟୋସ୍ ତାଙ୍କୁ ବିଜେତା ମୁକୁଟ ପିନ୍ଧାଇଛନ୍ତି। ଅପରପକ୍ଷେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି ନାଇଜେରିଆର ଚିଡିମ୍ମା ଏଡେଟ୍‌ସିନା। ସେହିପରି ମେକ୍ସିକୋର ମାରିଆ ଫର୍ଣ୍ଣାଣ୍ଡା ବେଲ୍‌ଟ୍ରାନ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

- Advertisement -

ମେକ୍ସିକୋରେ ଅନୁଷ୍ଠିତ ୭୩ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଡେନମାର୍କର ଭିକ୍ଟୋରିଆ କଜେର୍ ଥେଲଭିଗ୍ ବିଜୟ ହାସଲ କରିଛନ୍ତି। ଏହି ୨୧ ବର୍ଷୀୟା ପ୍ରତିଯୋଗୀ ଭାରତର ରିୟା ସିଂଘାଙ୍କ ସମେତ ବିଶ୍ବର ୧୨୫ ପ୍ରତିଯୋଗୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଡେନମାର୍କର ପ୍ରଥମ ମିସ୍ ୟୁନିଭର୍ସ ସାଜି ଇତିହାସ ରଚିଛନ୍ତି ଭିକ୍ଟୋରିଆ।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories