www.samajalive.in
Monday, December 8, 2025
27.1 C
Bhubaneswar

ମେଲ୍‌ବୋର୍ଣ୍ଣ ଟେଷ୍ଟ: ଶେଷ ଦିନରେ ଭାରତକୁ ୩୪୦ ରନର ଟାର୍ଗେଟ୍ ଦେଲା ଅଷ୍ଟ୍ରେଲିଆ , ଭାରତର ବ୍ୟାଟିଂ ଜାରି

ମେଲ୍‌ବୋର୍ଣ୍ଣ : ମେଲ୍‌ବୋର୍ଣ୍ଣରେ ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟର ଆଜି ଶେଷ ଦିନ ରହିଛି। ଶେଷ ଦିନରେ ଭାରତ ଆଗରେ ବିଜୟ ପାଇଁ ୩୪୦ ରନ୍‌ର ଲକ୍ଷ୍ୟ ରହିଛି। ମ୍ୟାଚ୍ ହାତେଇବାକୁ ଭାରତ ବ୍ୟାଟିଂ ଜାରି ରଖିଛି।  ଦ୍ଵିତୀୟ ଇନିଂସରେ ୨୩୪ ରନ୍‌ରେ ଅଷ୍ଟ୍ରେଲିଆ ଅଲଆଉଟ୍ ହୋଇଛି। ଜଶପ୍ରୀତ୍ ବୁମରା ୪ଟି ଓ୍ବିକେଟ୍ ଓ ସିରାଜ୍ ୩ ଓ୍ବିକେଟ୍ ନେଇ ଅଷ୍ଟ୍ରେଲିଆକୁ ଆଗକୁ ବଢିବାକୁ ଦେଇନଥିଲେ। ଅଷ୍ଟ୍ରେଲିଆ ପ୍ରଥମ ଇଂନିସରେ ୪୭୪ ରନ୍ କରିଥିବାବେଳେ ଭାରତ୍ ୩୬୯ ରନ୍ କରିଥିଲା। ତେବେ ଆଜି ଶେଷ ଦିନର ଫଳାଫଳ ଉପରେ ସମସ୍ତଙ୍କର ନଜର ରହିଛି।

 

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories