www.samajalive.in
Thursday, December 11, 2025
23.1 C
Bhubaneswar

ଭିଡିଓରେ ଦେଖନ୍ତୁ ହିମସ୍ଖଳନର ଭୟଙ୍କର ଦୃଶ୍ୟ, ପାହାଡ଼ ଧସି ମାଡ଼ି ଆସିଲା ବରଫ

ସମାଜ ଡିଜିଟାଲ ଡେସ୍କ: ଜାମ୍ମୁ-କାଶ୍ମୀରର ସୋନମାର୍ଗ ଅଞ୍ଚଳରେ ଭୟଙ୍କର ହିମସ୍ଖଳନ ଘଟିଛି। ଏଥିରେ କେହି ମୃତାହତ ହୋଇଥିବା ସମ୍ପର୍କରେ ସୂଚନା ମିଳିନାହିଁ। ହେଲେ ଏହାର ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଭିଡିଓରୁ ହିମସ୍ଖଳନର ଭୟାବହତା ସ୍ପଷ୍ଟ ଜଣାପଡ଼ୁଛି। ବରଫ ପାହାଡ଼ର ଏକ ବିରାଟ ଅଂଶ ଧସିଯିବା ପରେ ତାହା ପ୍ରବଳ ବେଗରେ ମାଡ଼ି ଆସୁଛି। ଚତୁର୍ଦିଗ ଧୂଆଁମୟ ହୋଇପଡ଼ିଛି। ନିକଟରେ ଏକ ଗାଡ଼ି ରହିଥିବାବେଳେ ତାହା ପାଖରେ କିଛି ଲୋକ ଛିଡ଼ା ହୋଇଛନ୍ତି। ସେମାନଙ୍କ ନିକଟକୁ ବରଫ ଅତଡ଼ା ମାଡ଼ି ଆସୁଥିବା ଦେଖିବାକୁ ମିଳିଛି। ସେମାନେ ଗାଡ଼ିର ଡୋର ଖୋଲି ଭିରକୁ ଚାଲିଯିବାକୁ ଉଦ୍ୟମ କରୁଛନ୍ତି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories