ନୂଆଦିଲ୍ଲୀ: କେନ୍ଦ୍ରୀୟ ଦିଲ୍ଲୀର ପଟେଲ ନଗର ରେଳ ଷ୍ଟେସନରେ ମଙ୍ଗଳବାର ଏକ ବଡ଼ ଅଘଟଣ ଘଟିଛି। ଏଠାରେ ଟ୍ରେନ୍ ବଗିରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଚାହୁଁ ଚାହୁଁ ବଗି ହୁତୁହୁତୁ ହୋଇ ଜଳିଯାଇଛି।

- Advertisement -
ସୂଚନା ଅନୁସାରେ, ସିର୍ସା-ତିଲକ ବ୍ରିଜ ୧୪୦୮୬ ଟ୍ରେନର ଦୁଇଟି ବଗିରେ ନିଆଁ ଲାଗିଯାଇଥିଲା। ଏହି ଟ୍ରେନ୍ ପଟେଲ ନଗର ରେଳ ଷ୍ଟେସନରେ ଅଟକି ରହିଥିଲା। ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।



