www.samajalive.in
Monday, December 8, 2025
27.1 C
Bhubaneswar

କାର୍ତ୍ତିକ ମାସରେ ଭକ୍ତଙ୍କୁ ସହଜରେ ମିଳିବ ଅବଢା, ଖୋଲିବ ସ୍ବତନ୍ତ୍ର କାଉଣ୍ଟର

ପୁରୀ: କାର୍ତ୍ତିକ ମାସରେ ପୁରୀ ଶ୍ରୀମନ୍ଦିରରେ ଅବଢ଼ା ବିକ୍ରି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଉତ୍ତର ଓ ଦକ୍ଷିଣ ଦ୍ବାରରେ ଅବଢ଼ା ପାଇଁ ସ୍ବତନ୍ତ୍ର କାଉଣ୍ଟର ହେବ। ଟୋକନ୍‌ କାଟିବା ପରେ ଶ୍ରଦ୍ଧାଳୁ ସ୍ବତନ୍ତ୍ର ମହାପ୍ରସାଦ ନେଇପାରିବେ। କୋଭିଡ୍‌ କଟକଣା ଭିତରେ ମହାପ୍ରସାଦ ବିକ୍ରି କରାଯିବ। ଶ୍ରଦ୍ଧାଳୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ବ ପାଳନ କରିବେ। ଏ ସଂକ୍ରନ୍ତରେ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନିଆଯାଇ କାଉଣ୍ଟର ଖୋଲିବା ନେଇ ବ୍ୟବସ୍ଥା କରାଯିବ ବୋଲି ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories