www.samajalive.in
Friday, December 5, 2025
23.1 C
Bhubaneswar

ଖୁବ୍‌ ଖାସ୍‌ ଚଳିତ ବର୍ଷର ମହାନବମୀ: ଏହି ରାଶିଙ୍କୁ ମିଳିବ ବଡ ଖୁସି, ହଠାତ୍‌ ହେବେ ଧନୀ, ଦୂର ହେବ ଚିନ୍ତା, ଚମକିବ ଭାଗ୍ୟ..

ଚଳିତ ବର୍ଷ ଶାରଦୀୟ ନବରାତ୍ରର ମହାନବମୀ ୧ ଅକ୍ଟୋବର ୨୦୨୫ ବୁଧବାର ପାଳନ କରାଯିବ। ଏହା ନବରାତ୍ରର ଶେଷ ଦିନ। ଏହି ଦିନ କନ୍ୟା ପୂଜା ସହ ନବରାତ୍ରର ପାଠ କରାଯାଏ। ମା’ ଦୁର୍ଗା ଏହି ଦିନ ନିଜର ନବମ ସ୍ୱରୂପ ମା’ସିଦ୍ଧିଦାତ୍ରୀଙ୍କର ପୂଜା ହୋଇଥାଏ । ମା’ଙ୍କ କୃପାରୁ ଏହି ଦିନ ସଭିଁଙ୍କୁ ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ବର୍ଷର ମହାନବମୀ ଖୁବ୍‌ ଖାସ୍‌ । କାରଣ ନବରାତ୍ର ଠାରୁ ଆରମ୍ଭ କରି ମହାନବମୀ ପର୍ଯ୍ୟନ୍ତ ଗ୍ରହଙ୍କ ଦୁର୍ଲ୍ଲଭ ସଂଯୋଗ ହେଉଛି । ଏହି ସମୟରେ ସୂର୍ଯ୍ୟ-ବୁଧ ଏକାଠି ହୋଇ ବୁଦ୍ଧାଦିତ୍ୟ ରାଜଯୋଗ, ନବପଞ୍ଚମ ଓ ଶୁକ୍ର-ଗୁରୁ ଏକାଠି ହୋଇ ବିଶେଷ ଯୋଗ ସୃଷ୍ଟି ହେଉଛି । ଏହି ସମସ୍ତ ସଂଯୋଗ ବ୍ୟତୀତ ରବି ଯୋଗ ମଧ୍ୟ ହେଉଛି । ଜାଣନ୍ତୁ ମହାନବମୀ ଦିନରୁ କେଉଁ କେଉଁ ରାଶିଙ୍କ ଭାଗ୍ୟ ସୁନା ଭଳି ଚମକିବ..

- Advertisement -

ବୃଷ- ଏହି ରାଶିଙ୍କୁ କର୍ମକ୍ଷେତ୍ରରେ ବଡ ସଫଳତା ମିଳିବ । ଚାକିରିରେ ପଦନ୍ନୋତିର ଯୋଗ ରହିଛି । ନୂଆ ଦାୟିତ୍ୱ ମିଳିବ । ବ୍ୟବସାୟରେ ହଠାତ୍‌ ବଡ ପରିବର୍ତ୍ତନ ହେବ । ପୁରୁଣା ଅଟକି ଥିବା କାମ ସଫଳତା ମିଳିବ । ଘରେ ଶୁଭ ଖବର ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ସିଂହ- ଅଟକି ଥିବା କାମ ପୂରଣ ହେବ । ଟଙ୍କା ସହ ଜଡିତ ସମସ୍ୟା ଦୂର ହେବ । ବ୍ୟବସାୟରେ ହଠାତ୍‌ ବଡ ଲାଭ ମିଳିବ । ଘରେ ହସଖୁସିର ବାତାବରଣ ରହିବ । ଚିନ୍ତା ଦୂର ହେବ ।

କନ୍ୟା- ଭାଗ୍ୟରେ ଶୁଭ ପରିବର୍ତ୍ତନ ହେବ । ଅଟକି ଥିବା କାମ ପୂରଣ ହେବ । କର୍ମକ୍ଷେତ୍ରରେ ବଡ ସୁଯୋଗ ମିଳିବ । ଘରେ ମାଙ୍ଗଳିକ କାର୍ଯ୍ୟର ଯୋଗ ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ହ୍ୱାଟ୍ସଆପ୍‌ରେ ଆସୁଛି ନୂଆ ଫିଚର, ଅନୁମତି ବିନା ଆଉ କେହି ବି..

 

Hot this week

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

Related Articles

Popular Categories