www.samajalive.in
Thursday, December 11, 2025
27.1 C
Bhubaneswar

ବେଗୁନିଆ ଗେଡ଼ିଆପଲ୍ଲୀ ରାସ୍ତାରୁ ୬୦ ଲକ୍ଷ ଟଙ୍କା ଲୁଟ ମାମଲା: ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା : ବେଗୁନିଆ ଗେଡିଆପଲ୍ଲୀ ରାସ୍ତାରୁ ୬୦ଲକ୍ଷ ଟଙ୍କା ଲୁଟ ଘଟଣାର ପର୍ଦ୍ଦାପାସ ହୋଇଛି। ବୁଧବାର ସକାଳେ ବୈଦେଶ୍ବର ଅଞ୍ଚଳରୁ ପୁଲିସ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି। ଏହାସହ ପୁଲିସ ଟଙ୍କା ବ୍ୟାଗ ଜବତ କରିଛି। ତେବେ ବ୍ୟାଗରେ କେତେ ଟଙ୍କା ଅଛି ତାହା ସ୍ପଷ୍ଟ ହୋଇନାହିଁ। ବେଗୁନିଆ ପୁଲିସ ଓ ସ୍ପେଶାଲ ସ୍କ୍ବାଡ୍ ଚଢାଉ କରି ଅଭିଯୁକ୍ତଙ୍କୁ ଧରିଛନ୍ତି। ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀଙ୍କ ଠାରୁ ଏହି ଟଙ୍କା ଲୁଟ ହୋଇଥିଲା।

ସୂଚନାଯୋଗ୍ୟ ଯେ, ଏକ ଘରୋଇ ଅର୍ଥ ଲଗାଣ କର୍ମଚାରୀମାନେ କାରରେ ଟଙ୍କା ନେଇ ଯାଉଥିଲେ। ସେହି ସମୟରେ ୪ଜଣ ଅଭିଯୁକ୍ତ ୨ଟି ବାଇକରେ ଆସି ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟ କରିଥିଲେ।

- Advertisement -

 

Hot this week

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

Related Articles

Popular Categories