www.samajalive.in
Sunday, December 7, 2025
16.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ଅରୁଣାଚଳ ପ୍ରଦେଶରେ ଚୀନ ଓ ଭାରତୀୟ ସୈନ୍ୟ ହାତାହାତି

ଆମେରିକା, ବ୍ରିଟେନ, କାନାଡା ଓ ଇୟୁ ପ୍ରତିନିଧିଙ୍କ ସହିତ ତାଲିବାନର ବୈଠକ

- Advertisement -

ଦିନକରେ ରାଜ୍ୟରେ ଚିହ୍ନଟ ହେଲେ ୫୨୪ ନୂଆ କୋଭିଡ ସଂକ୍ରମିତ

ସଂଗରୋଧରୁ ୩୦୬ ଓ ସ୍ଥାନୀୟ ସଂକ୍ରମିତ ୨୧୮

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ଶିଶୁ ଓ କିଶୋର ୭୫ ଜଣ

ଅନୁଗୁଳ ଜିଲାରେ ୬, ବାଲେଶ୍ୱର ୨୦, ଭଦ୍ରକ ୩, ବଲାଙ୍ଗିର ୧, କଟକରେ ୭୫ ଜଣ ଚିହ୍ନଟ ହୋଇଛନ୍ତି

ଦେବଗଡରେ ୨, ଢେଙ୍କାନାଳ ୧, ଗଞ୍ଜାମ ୩, ଜଗତସିଂହପୁର ୧୫, ଯାଜପୁରେ ୧୪ ଚିହ୍ନଟ

କଳାହାଣ୍ଡିରେ ୧, କେନ୍ଦ୍ରାପଡା ୭, କେନ୍ଦୁଝର ୩, ଖୋର୍ଦ୍ଧା ୨୫୦, କୋରାପୁଟ ୩, ମାଲକାନଗିରି ୧ ଓ ମୟୁରଭଞ୍ଜରେ ୨୨ ଚିହ୍ନଟ

ନୟାଗଡରେ ୩, ନୂଆପଡା ୧, ପୁରୀ ୧୩, ରାୟଗଡା ୨, ସମ୍ବଲପୁର ୮, ସୁନ୍ଦରଗଡ ୧୧ ଏବଂ ଷ୍ଟେଟପୁଲରୁ ୫୮ ଚିହ୍ନଟ ହୋଇଛନ୍ତି

ଦିନକ ମଧ୍ୟରେ ୫୨୨ ଜଣ ସୁସ୍ଥ ହୋଇଛନ୍ତି

ରାଜ୍ୟରେ ସଂପ୍ରତି ୫୧୧୧ ଜଣ ସକ୍ରିୟ କରୋନା ରୋଗୀ ରହିଥିବା ଜଣାଯାଇଛି

ସରକାରୀ କର୍ମଚାରୀଙ୍କ ଗୋଷ୍ଠୀ ବୀମା ଦେୟ ସଂଶୋଧିତ ; କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ପରିବାରକୁ ସହାୟତା ରାଶି ପରିମାଣରେ ବୃଦ୍ଧି

ଦେଶରେ ଚିହ୍ନଟ ହେଲେ ଆଉ ୨୧,୨୫୭ ନୂଆ କରୋନା ଆକ୍ରାନ୍ତ

ଦିନକ ମଧ୍ୟରେ କରୋନାରୁ ୨୪,୯୬୩ ଜଣ ସୁସ୍ଥ ହୋଇଛନ୍ତି

ଦୈନିକ ସଂକ୍ରମଣ ହାର ୧.୫୩% ଏବଂ ସାପ୍ତାହିକ ସଂକ୍ରମଣ ହାର ୧.୬୪%

କରୋନାରୁ ମୋଟ ୩,୩୨,୨୫,୨୨୧ ଜଣ ସୁସ୍ଥ ହୋଇସାରିଲେଣି

ଗୁରୁବାର ସଂଧ୍ୟାସୁଦ୍ଧା ମୋଟ ୫୮ କୋଟି ନମୁନା ପରୀକ୍ଷା କରାଯାଇଛି

ତାହାସହିତ ମୋଟ ୯୩.୧୭ କୋଟି ପାନ କୋଭିଡ ଟିକା ଦିଆଯାଇଛି

ଭାରତୀୟ ବାୟୁସେନାର ପ୍ରତିଷ୍ଠା ଦିବସ ପାଳିତ ; ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories