www.samajalive.in
Monday, December 8, 2025
27.1 C
Bhubaneswar

ଲେଜର ଆଲୋକରେ ଝଲସିବ ବିଶ୍ଵ ଐତିହ୍ୟ କୋଣାର୍କ ମନ୍ଦିର

ପୁରୀ: ଲେଜର ଆଲୋକରେ ଝଲସିବ ବିଶ୍ଵ ଐତିହ୍ୟ କୋଣାର୍କ ମନ୍ଦିର। ଭାରତ ସ୍ବାଧୀନତାର ୭୫ ବର୍ଷ ଅବସରରେ ପୂରୀ ଜଗନ୍ନାଥ ମନ୍ଦିର ଏବଂ କୋଣାର୍କ ସୂର୍ଯ୍ୟ ମନ୍ଦିର ସମେତ ୧୨ଟି ମନ୍ଦିରକୁ ଆକର୍ଷଣୀୟ ଆଲୋକରେ ସଜିତ କରାଯିବ। ଗତକାଲି ବିଜୟା ଦଶମୀ ତିଥିରେ ପରୀକ୍ଷା ମୂଳକ ଭାବେ ଆଲୋକିକରଣ କରାଯାଇଥିଲା। ଏହି ପ୍ରକଳ୍ପ କାର୍ଯକାରୀ ହେଲେ ପର୍ଯ୍ୟଟକମାନେ କୋଣାର୍କ ମନ୍ଦିରରେ ତିରଙ୍ଗା ପତାକାକୁ ଲେଜର୍ ମାଧ୍ୟମରେ ଦେଖିବାର ସୁଯୋଗ ପାଇବେ। କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ସମେତ ଦେଶର ୧୨ଟି ପ୍ରମୁଖ ମନ୍ଦିରରେ ଲେଜର୍ ଆଲୋକ ବ୍ୟବସ୍ଥା କରାଯିବ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories