www.samajalive.in
Monday, December 8, 2025
27.1 C
Bhubaneswar

ଲାଞ୍ଜିଗଡ ବ୍ଲକ ଶିକ୍ଷକ ସଂଗଠନ ଦ୍ୱାରା ଶୋକ ସଭା ଅନୁଷ୍ଠିତ

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ ଶିକ୍ଷକ ସଂଗଠନ ଦ୍ୱାରା ସ୍ବର୍ଗତ ଶିକ୍ଷକ ଅଭୟ ମାଝୀଙ୍କ ଦଶାହ କାର୍ଯ୍ୟକ୍ରମରେ ଶୋକ ସଭା ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମ ଆରମ୍ଭରେ ମସ୍କାଗୁଡା କ୍ଲଷ୍ଟରର ସ୍ବର୍ଗତ ଶିକ୍ଷକ ସତ୍ୟବାନ ସା, ସ୍ବର୍ଗତ ଶିକ୍ଷକ ହରେନ୍ଦ୍ର ପ୍ରଧାନୀ, ସ୍ବର୍ଗତ ଶିକ୍ଷକ ଦାମୋଦର ଭୋଇ ତଥା ନିକଟରେ ଦେହାନ୍ତ ହୋଇଥିବା ସ୍ବର୍ଗତ ଶିକ୍ଷକ ଅଭୟ ମlଝିଙ୍କ ପୁଣ୍ୟ ଆତ୍ମାର ସଦଗତି କାମନା ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

ପରେ ମସ୍କାଗୁଡା ଶିକ୍ଷକ ପ୍ରତିନିଧି ତଥା ସମାଜସେଵୀ ବିଭୁତି ଭୂଷଣ ତାଣ୍ଡି, ବରିଷ୍ଠ ଶିକ୍ଷକ ସତ୍ୟାନନ୍ଦ ବେରୁକ, ଏକ୍ସ କ୍ୟାଡ଼ର ଶିକ୍ଷକ ସଂଗଠନର ସଭାପତି ଦିଲୀପ ପରିଛା, ଉପାଧ୍ୟକ୍ଷ ଦିଲୀପ ମହାରଣା, ସମ୍ପାଦକ ଦାମୋଦର ସା, ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ପ୍ରତିନିଧି ହରିଶ୍ଚନ୍ଦ୍ର ପାତ୍ର, ଲାଞ୍ଜିଗଡ ବ୍ଲକ ପୂର୍ବତନ ଅଧ୍ୟକ୍ଷ ମନୋହର ହରପାଳ, ପୂବର୍ତନ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ, କମର୍ଦ୍ଧା ଗ୍ରାମ ପଂଚାୟତ ପୂର୍ବତନ ସମିତି ସଭ୍ୟ ହରିଶ୍ଚନ୍ଦ୍ର ବୁଦ୍ଧିଆ ପ୍ରମୁଖ ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣେଇବା ସହିତ ସାନ୍ତ୍ୱନା ପ୍ରଦାନ କରିଥିଲେ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories