କୁଏତ ଅଗ୍ନିକାଣ୍ଡ, ୨ ଓଡ଼ିଆ ମୃତ

କୁଏତ: କୁଏତ ଅଗ୍ନିକାଣ୍ଡ ଘଟଣାରେ ୨ଜଣ ଓଡ଼ିଆଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡରେ ୪୫ଜଣ ମୃତକଙ୍କ ମଧ୍ୟରେ ୨ଜଣ ଓଡ଼ିଶାର ଥିବା ଜଣାପଡ଼ିଛି। ଦୁଇ ଜଣ ମୃତକ ମହମ୍ମଦ ଜହୁର ଓ ସନ୍ତୋଷ ଗୌଡ଼ ବୋଲି ଜଣାପଡ଼ିଛି।

Comments are closed.