କୁଏତ: କୁଏତ ଅଗ୍ନିକାଣ୍ଡ ଘଟଣାରେ ୨ଜଣ ଓଡ଼ିଆଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡରେ ୪୫ଜଣ ମୃତକଙ୍କ ମଧ୍ୟରେ ୨ଜଣ ଓଡ଼ିଶାର ଥିବା ଜଣାପଡ଼ିଛି। ଦୁଇ ଜଣ ମୃତକ ମହମ୍ମଦ ଜହୁର ଓ ସନ୍ତୋଷ ଗୌଡ଼ ବୋଲି ଜଣାପଡ଼ିଛି।
Popular Categories

କୁଏତ: କୁଏତ ଅଗ୍ନିକାଣ୍ଡ ଘଟଣାରେ ୨ଜଣ ଓଡ଼ିଆଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡରେ ୪୫ଜଣ ମୃତକଙ୍କ ମଧ୍ୟରେ ୨ଜଣ ଓଡ଼ିଶାର ଥିବା ଜଣାପଡ଼ିଛି। ଦୁଇ ଜଣ ମୃତକ ମହମ୍ମଦ ଜହୁର ଓ ସନ୍ତୋଷ ଗୌଡ଼ ବୋଲି ଜଣାପଡ଼ିଛି।
Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!
