ସମାଜ ଡିଜିଟାଲ ଡେସ୍କ: ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି କୋଣାର୍କ ଥାନା ଅନସର ଗାଁରେ । ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ସୁନା ଚେନ୍ ଝାମ୍ପି ନେଇଥିବା ମହିଳା ଅଭିଯୋଗ କରିଛନ୍ତି । ମହିଳା ଜଣକ ମନ୍ଦିରରୁ ଦର୍ଶନ ସାରା ଫେରିବା ବେଳେ ଏଭଳି ଲୁଟ୍ ଘଟିଥିଲା । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କ ଅଭିଯୋଗ ଆଧାରରେ ଛାନଭିନ କରୁଛି ।
Popular Categories



