www.samajalive.in
Friday, December 5, 2025
23.1 C
Bhubaneswar

ସାମଜିକ ଗଣମାଧ୍ୟମରେ ‘କି କି ଚ୍ୟାଲେଞ୍ଜ’ର କିମିଆ

ଭୁବନେଶ୍ୱର : ସାମାଜିକ ଗଣମାଧ୍ୟମରେ ବର୍ତ୍ତମାନ ‘କି କି ଚ୍ୟାଲେଞ୍ଜ’କୁ ନେଇ ଭିଡିଓ ଭାଇରାଲ ହେବାରେ ଲାଗିଛି। ରାପର ଡାର୍କରଙ୍କ ଲୋକପ୍ରିୟ ଗୀତ ‘କେ କେ ଡୁ ୟୁ ଲଭ ମି?’ ତାଳ ସହ ରାସ୍ତାରେ ନାଚୁଥିବା ଦେଖିବାକୁ ମିଳୁଛି। ‘କି କି ଚ୍ୟାଲେଞ୍ଜ’ରେ ଲୋକମାନେ ନିଜ ଗାଡିରୁ ବାହାରି ଏହି ଗୀତରେ ରାସ୍ତା ଉପରେ ନାଚୁଥିବା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଚ୍ୟାଲେଞ୍ଜରେ ବ୍ୟକ୍ତିଜଣକ ନାଚୁଥିବା ସମୟରେ ଗାଡିଚାଳକ ତାହାର ଭିଡିଓ କରୁଛି। ଏହାଦ୍ୱାରା ସଡକ ଦୁର୍ଘଟଣା ବୃଦ୍ଧିପାଇବ ବୋଲି ପୁଲିସ ସୂଚନା ପ୍ରଦାନ କରିଛନ୍ତି।
ସେହିପରି ରାଜ୍ୟର କମିଶନରେଟ ପୁଲିସ ମଧ୍ୟ ଏହି ‘କି କି ଚ୍ୟାଲେଞ୍ଜ’କୁ ନକରିବାକୁ ଅନୁରୋଧ କରିଛନ୍ତି। ଏହାବ୍ୟତୀତ କିଛି ଅଭିନେତା ଅଭିନେତ୍ରୀ କି କି ଚ୍ୟାଲେଞ୍ଜ କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ କିଛି କଳାକାର ଏହା କରିବାକୁ ମନା ମଧ୍ୟ କରୁଛନ୍ତି। କିଛି ଭିଡିଓରେ ‘କି କି ଚ୍ୟାଲେଞ୍ଜ’ କରୁଥିବା ସମୟରେ ଦୁର୍ଘଟଣା ଘଟୁଥିବା ଚିତ୍ର ସାମ୍ନାକୁ ଆସିଛି। ତେଣୁ ପୂର୍ବରୁ ‘ବ୍ଲୁ ହ୍ୱେଲ’ ଚ୍ୟାଲେଞ୍ଜ ପରି ‘କି କି ଚ୍ୟାଲେଞ୍ଜ’ ମଧ୍ୟ ବଢି ବଢି ଚାଲୁଥିବା ସାମାଜିକ ଗଣମାଧ୍ୟମ ବିଶେଷଜ୍ଞ କହିଛନ୍ତି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories