କେନ୍ଦୁଝର : କେନ୍ଦୁଝର ଚମ୍ପୁଆ ସ୍ଥିତ ନିକଲସନ ଫରେଷ୍ଟ ଟ୍ରେନିଙ୍ଗ ସ୍କୁଲର କିରାଣୀ ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ। ଜଣେ ହିତାଧିକାରୀଙ୍କ ଏରିଅର ଓ ପେନସନ ପେପର କରାଇ ଦେବାକୁ ୭୦ ହଜାର ଲାଞ୍ଚ ମାଗିଥିଲେ। ହେଲେ ହିତାଧିକାରୀ ଏତେ ଦେଇ ପାରିବେ ନାହିଁ କହି ୩୦ ହଜାରରେ ରାଜି ହୋଇଥିଲେ କିରାଣି ରୁପଚାନ୍ଦ ନାଏକ। ତା ପରେ ହିତାଧିକାରୀ ଜଣଙ୍କ ଭିଜିଲାନ୍ସର ସହାୟତା ନେଇଥିଲେ। ଯୋଜନା ମୁତାବକ ବୁଧବାର କିରାଣି ରୁପଚାନ୍ଦ ନାଏକ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଥିଲା କେନ୍ଦୁଝର ଭିଜିଲାନ୍ସ।
ପିତୃପକ୍ଷ: ଗ୍ରହଙ୍କ ଦୁର୍ଲ୍ଲଭ ସଂଯୋଗ, କେଉଁ ରାଶି ହେବେ ମାଲାମାଲ୍, କାହାର ଦେଖାଦେବ ସମସ୍ୟା



