ପିତୃପକ୍ଷ: ଗ୍ରହଙ୍କ ଦୁର୍ଲ୍ଲଭ ସଂଯୋଗ, କେଉଁ ରାଶି ହେବେ ମାଲାମାଲ୍, କାହାର ଦେଖାଦେବ ସମସ୍ୟା
ଚଳିତ ବର୍ଷ ପିତୃପକ୍ଷ ୭ ସେପ୍ଟେମ୍ବର ୨୦୨୫ରୁ ଆରମ୍ଭ ହୋଇଛି। ହିନ୍ଦୁ ଧର୍ମରେ ଏହି ୧୫ ଦିନର ଖୁବ୍ ମହତ୍ତ୍ୱ ରହିଛି। ପିତୃପକ୍ଷରେ ପୂର୍ବପୁରୁଷଙ୍କୁ ବିଶେଷ ଭାବେ ପୂଜାର୍ଚ୍ଚନା ସହ ତିଳ ତର୍ପଣ କରାଯାଏ । ଏହାଦ୍ୱାରା ପୂର୍ବ ପୁରୁଷ ଶାନ୍ତି ହେବା ସହ ସେମାନଙ୍କ ଆଶୀର୍ବାଦ ମିଳିଥାଏ । ପୂର୍ବ ପୁରୁଷ ସନ୍ତୁଷ୍ଟ ହେଲେ ଜୀବନରେ ଥିବା ସମସ୍ୟା ଦୂର ହୋଇ ସଫଳତା ମିଳିଥାଏ । ପିତୃପକ୍ଷ ସମୟରେ ୧୪ ସେପ୍ଟେମ୍ବରରେ ଚନ୍ଦ୍ରମା ମିଥୁନ ରାଶିରେ … Continue reading ପିତୃପକ୍ଷ: ଗ୍ରହଙ୍କ ଦୁର୍ଲ୍ଲଭ ସଂଯୋଗ, କେଉଁ ରାଶି ହେବେ ମାଲାମାଲ୍, କାହାର ଦେଖାଦେବ ସମସ୍ୟା
Copy and paste this URL into your WordPress site to embed
Copy and paste this code into your site to embed