www.samajalive.in
Tuesday, December 9, 2025
16.1 C
Bhubaneswar

କଡା ସୁରକ୍ଷାରେ ସମ୍ପର୍ଣ୍ଣ ହେଲା କାଶୀପୁର ରଥ ଯାତ୍ରା

କାଶୀପୁର: ରାୟଗଡା ଜିଲା କାଶୀପୁର ବ୍ଲକରରେ ଆଜି ବିନା ଭକ୍ତରେ ମନ୍ଦିର ପରିସରରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି।ମନ୍ଦିରରେ ରିତିନିୀତି ଅନୁଯାଇ ପୂଜା ସରିବା ପରେ ଜଗତରନାଥ ଜଗନ୍ନାଥ ଓ୍ବହ୍ଲାଇ ଆସିଛନ୍ତି ଅଣସର ଗୃହରୁ। ମଙ୍ଗଳ ଆଳତି ସହ ଆରମ୍ଭ ହୋଇଥିଲା ରଥ ଯାତ୍ରା ନିତି।ରଥ ପ୍ରତିଷ୍ଠା ,ମଙ୍ଗଳାର୍ପଣ ନିତି ସମାପନ ହେବାପରେ ପହଣ୍ଡି ଆରମ୍ଭ ହୋଇଥିଲା। ଏହାପରେ ବଳଭ୍ରଦ, ସୁଭଦ୍ରା ଓ ଜଗନ୍ନାଥଙ୍କୁ ଧାଡି ପହଣ୍ଡିରେ ରଥାରୂଢ କରିଛନ୍ତି ସେବକମାନେ।

 

- Advertisement -

ଶ୍ରୀଜୀଉଙ୍କ ରଥଯାତ୍ରା ନୀତିକାନ୍ତି ବିନା ଭକ୍ତରେ କରୋନା ନିୟମକୁ ମାନି ମନ୍ଦିର ପରିସରରେ ଶୃଙ୍ଖଳିତ ଓ ସମାୟାନୁ ବର୍ତ୍ତି କରିବାକୁ ଜିଲା ପ୍ରଶାସନ ପକ୍ଷରୁ ୧୪୪ଧାରା ଲଗାଯାଇଥିବା ବେଳେ କାଶୀପୁର ପ୍ରଶାସନ ପକ୍ଷରୁ କାଶୀପୁରର ସମସ୍ତ ଦୋକାନ ବଜାର ଆଜି ବନ୍ଦ କରାଯାଇଥିଲା। ରଥଯାତ୍ରାରେ ସୁରକ୍ଷା ପାଇଁ କାଶୀପୁର ତହସିଲ ଦାର ଶରତ ଶବରଙ୍କ ଉପସ୍ଥିତି ରହି ସ୍ଥିତି ପରିକ୍ଷିଥିବା ବେଳ କାଶୀପୁର ଥାନା ଅଧିକାରି ପ୍ରଶନ୍ନ କୁମାର ମିଶ୍ରଙ୍କ ନେତୃତରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହିତ ପୁଲିସ ଛାଉଣି କରାଯାଇଥିଲା।ଏହା ସହ ଗହଳି ନିୟନ୍ତ୍ରଣ,ଆଇନ ଶୃଙ୍ଖଳା ପାଇଁ ବିଭିନ୍ନ ଛକ ମାନଙ୍କରେ ପୋଲିସ ମୃତୟନ କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories