www.samajalive.in
Friday, December 5, 2025
26.1 C
Bhubaneswar

ବୁଡିଗଲା ପାକିସ୍ତାନ କରତାରପୁରର ଗୁରୁଦ୍ବାର

ଚଣ୍ଡିଗଡ: ରାବି ନଦୀରେ ବନ୍ୟା ଆସି ପାକିସ୍ତାନ କରତାରପୁରସ୍ଥିତ ଐତିହାସିକ ଦରବାର ସାହିବ ଗୁରୁଦ୍ବାର ସମ୍ପୂର୍ଣ୍ଣ ରୂପେ ବୁଡି ଯାଇଛି। ଭାରତ-ପାକିସ୍ତାନ ଆନ୍ତର୍ଜାତିକ ସୀମା ଠାରୁ ୪.୫ କିମି ଦୂରରେ ଏହି ଗୁରୁଦ୍ବାର ଅବସ୍ଥିତ। ବନ୍ୟାରେ କରତାରପୁର କରିଡର ମଧ୍ୟ ବୁଡି ଯାଇଛି। ପୋଙ୍ଗ ଡ୍ୟାମ୍‌ରୁ ରାବି ନଦୀକୁ ବହୁ ପରିମାଣର ପାଣି ଛଡାଯିବାରୁ ବନ୍ୟା ଆସିଛି। ଦରବାର ସାହିବ ଗୁରୁଦ୍ବାରର ପାହଚ ସବୁ ବୁଡି ଯାଇଥିବାବେଳେ ବନ୍ୟା ପାଣି ବଢୁଥିବାରୁ ବିପଦ ବଢିବାରେ ଲାଗିଛି। ଭାରତ ସୀମା ମଧ୍ୟରେ ଥିବା ଡେରା ବାବା ନାନକ ନିକଟରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଡେରା ବାବା ନାନକ ବାହ୍ୟ ଅଞ୍ଚଳରୁ ବିଚ୍ଛିନ୍ନ ହୋଇଯାଇଛି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories