www.samajalive.in
Wednesday, December 10, 2025
26.1 C
Bhubaneswar

‘ଡିଆଇଡି’ର ଗୋଟିଏ ଏପିସୋଡ଼୍‍ ପାଇଁ ଚକିତ କଲା ଭଳି ଫିସ୍ ନେଉଛନ୍ତି କରୀନା!

ମୁମ୍ବଇ : ବଲିଉଡ଼ ଅଭିନେତ୍ରୀ କରୀନା କପୁର ଖାନ୍‍ ଜୀ’ ଟିଭିରେ ପ୍ରସାରିତ ଲୋକପ୍ରିୟ ନୃତ୍ୟ ଭିତ୍ତିକ ରିୟାଲିଟି ଶୋ ‘ଡାନ୍ସ ଇଣ୍ଡିଆ ଡାନ୍ସ(ଡିଆଇଡି)’ର ୭ମ ସଂସ୍କରଣରେ ବିଚାରପତି ଭାର ବହନ କରିଛନ୍ତି। ଶୋ’କୁ ନେଇ ଚଳିତ ଦିନରେ ସେ ଖୁବ୍‍ ଚର୍ଚ୍ଚାରେ ଅଛନ୍ତି। ତେବେ କ’ଣ ଆପଣ ଜାଣନ୍ତି, କରୀନା ‘ଡାନ୍ସ ଇଣ୍ଡିଆ ଡାନ୍ସ’ର ଗୋଟିଏ ଏପିସୋଡ଼୍‍ ପାଇଁ କେତେ ଟଙ୍କା ନେଉଛନ୍ତି?
ଟାଇମ୍ସ ଅଫ୍‍ ଇଣ୍ଡିଆରେ ପ୍ରକାଶିତ ଖବର ଅନୁଯାୟୀ, ଡିଆଇଡିର ଗୋଟିଏ ଏପିସୋଡ଼୍‍ ପାଇଁ କରୀନା ୩ କୋଟି ଟଙ୍କା ନେଉଛନ୍ତି। ବିଗତ ଦିନରେ ଶୁଣିବାକୁ ମିଳିଥିଲା ଯେ, ଡିଆଇଡି ପାଇଁ କରୀନାଙ୍କୁ ମୋଟା ଅଙ୍କର ପାଉଣା ଅଫର୍‍ କରାଯାଇଛି। ଏହି କ୍ରମରେ କରୀନା ଛୋଟ ପରଦାର ସବୁଠାରୁ ଅଧିକ ପାରିଶ୍ରମିକ ନେଉଥିବା ଅଭିନେତ୍ରୀ ପାଲଟିଛନ୍ତି।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories