www.samajalive.in
Friday, December 12, 2025
19.1 C
Bhubaneswar

ବଡ଼ବାଙ୍କି ପଞ୍ଚାୟତରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

କଣ୍ଟାବାଞ୍ଜି: ତୁରେକେଲା ବ୍ଲକ ବଡ଼ବାଙ୍କି ପଞ୍ଚାୟତ ରେ ବିଜେଡି ‘ଜନ ସମ୍ପର୍କ ପଦଯାତ୍ରା’ କାର୍ଯ୍ୟକ୍ରମରେ ଯୋଗଦେଲେ କଣ୍ଟାବାଞ୍ଜି ବିଜେଡି ବରିଷ୍ଠ ନେତା ଅଜୟ ଦାସ.ନେତୃତ୍ୱରେ ଶହ ଶହ ପଞ୍ଚାୟତବାସିଙ୍କ ସାମିଲ ହୋଇ ନବୀନ ପଟ୍ଟନାୟକଙ୍କ ଜନହିତକର ଯୋଜନା ସମ୍ପର୍କ ଏକ ସାଧାରଣ ସଭାରେ ଉପସ୍ଥିତ ଜନ ସାଧାରଣଙ୍କୁ ଅବଗତ କରାଇଥିଲେ।

ଏହି ପଦଯାତ୍ରାରେ ବିଜେଡି କର୍ମୀ ସଦାଶିବ ପୁଟେଲ, ଚନ୍ଦନ ବେହେରା, ପବିତ୍ର ହଂସ, ଲସମନ ପୁଟେଲ, ଘାସି ସାହୁ, ଉମାଶଙ୍କର ଛତ୍ରିଆ, ବୁଧ ହଂସ, ଥବିର ଧରଆ, ଘନ କଟା, ମୋହନ ମାଝୀ, ନିରଞ୍ଜନ ମାଝୀ, ଭାଗ ମାଝୀ, ଛୋଟୁ ମାଝୀ, ସାନ ରଣା, ହୃଦ ଧରୁଆ, ବିରେନ ମାଝୀ, ରଘୁ ନିଆଲ, ଡାଳିମ୍ବ ବେହେରା, ବିଳାସ ମାଝୀ, ମିଥିଲା ନିଆଲ, ପୂର୍ବ ଲତା ମାଝୀ, ଇନ୍ଦୁ ବେହେରା, ସମରି କଟା, ସୂର୍ଯ୍ୟ କାନ୍ତି ପୁଟେଲ, ଦୁଲେଶ୍ୱରୀ ପୁଟେଲ, ଭୂମି ପୁଟେଲ, ବାସନ୍ତୀ ଦାସ, ରୀନା ପୁଟେଲ ପ୍ରମୁଖ ବହୁ ଉପସ୍ଥିତ ଥିଲେ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories