www.samajalive.in
Tuesday, December 9, 2025
26.1 C
Bhubaneswar

ନବ ନିର୍ବାଚିତ ସରପଞ୍ଚଙ୍କ ସାଧାରଣ ବୈଠକ

କ ନୂଆଗାଁ: କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକ ଅନ୍ତର୍ଗତ ମହାସିଂ ପଞ୍ଚାୟତ କାର୍ଯ୍ୟାଳୟ ସଭା ଗୃହରେ ନବ ନିର୍ବାଚିତ ସମସ୍ତ ସରପଞ୍ଚଙ୍କ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କ.ନୂଆଗାଁ ଅଞ୍ଚଳରେ ଥିବା ୧୪ଟି ପଞ୍ଚାୟତର ସମସ୍ତ ସରପଞ୍ଚ ଉପସ୍ଥିତଥିଲେ। ଏହି ଅବସରରେ ସେମାନେ ଗ୍ରାମରେ କିଭଳି ଭାବେ ଲୋକଙ୍କୁ ସରକାରଙ୍କ ପକ୍ଷରୁ ମିଳୁଥିବା ସମସ୍ତ ସହାୟତା ପ୍ରଦାନ କରାଯିବ ସେ ନେଇ ଆଲୋଚନା କରିଥିଲେ l ଏହl ସହ ଭୂମିହିନଙ୍କୁ ଜମି ଯୋଗାଇବା ଓ ଆବାସ ଯୋଜନାରେ ବାସ ଗୃହ ଯୋଗାଇବା ସମସ୍ତ ସରପଞ୍ଚଙ୍କ କର୍ତ୍ତ୍ୟବ୍ୟ ବୋଲି କୁଡୁତୁଳି ପଞ୍ଚାୟତ ସରପଞ୍ଚ ଶ୍ରୀଚନ୍ଦ୍ର ମଲିକ ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାସିଂ ସରପଞ୍ଚ ରଞ୍ଜିତ କୁମାର ମଲିକ, ଆଡ଼ିମାହା ସରପଞ୍ଚ ଶାନ୍ତି ମଲିକ, କଞ୍ଜାମେଣ୍ଡି ସରପଞ୍ଚ ଗୁନୁଲତା ମଲିକ, ସାରଙ୍ଗଡ ସରପଞ୍ଚ ବରୁଣ ପ୍ରଧାନ, ସରପଞ୍ଚ ସଂଜୟ ପ୍ରଧାନ, ସାଇନପଡ଼ା ସରପଞ୍ଚ ଚମ୍ପିଲତା କହଁର, ଲେତିଙ୍ଗୀଆ ସରପଞ୍ଚ କୁନାଲ ପ୍ରଧାନ, ନରତ୍ତମ ପ୍ରଧାନ, ଭାଗ୍ୟବତୀ ପ୍ରଧାନ, ମନୀଷା ପ୍ରଧାନ, ରାଜ କୁମାରୀ ପ୍ରଧାନ ଯୋଗ ଦେଇଥିଲେ।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories