www.samajalive.in
Saturday, December 6, 2025
26.1 C
Bhubaneswar

ଗୋରୁ ବୋଝେଇ ପିକଅପ ଗାଡି ସହ କାର ଜବତ,୫ ଗିରଫ

କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ତଥା ତୁମୁସିଙ୍ଗା ଥାନା କାମାକ୍ଷାନଗର-ଢେଙ୍କାନାଳ ମୁଖ୍ୟ ରାସ୍ତାର ଗୋଦରବିଲି ଗାଁ ନିକଟରୁ ୨ଟି ଗୋରୁ ବୋଝେଇ ପିକଅପ ଗାଡି ସହିତ ଗୋଟିଏ କାରକୁ ପୁଲିସ ଜବତ କରିଛି । ଏଥିସହିତ ୫ ଜଣ ଗୋରୁ ମାଫିଆକୁ ଗିରଫ କରାଯାଇଛି । ଏହି ଥାନା ଅଞ୍ଚଳରୁ ବ୍ୟାପକ ଗୋରୁ ଚାଲାଣ ହୋଇ ଆସୁଥିବା ବେଳେ ଆଜି ଗୋରୁ ମାଫିଆ ମାନେ ଦୁଇଟି ପିକଅପ ଗାଡ଼ିରେ କାମାକ୍ଷାନଗରରୁ କଟକ ଅଞ୍ଚଳକୁ ବେଆଇନ ଗୋଚାଲାଣ କରୁଥିବା ବେଳେ ମାଡି ବସିଥିଲା ପୁଲିସ । ଦୀର୍ଘଦିନ ହେବ ଗୋଚାଲାଣରେ ସକ୍ରିୟ ଥିଲେ ଏହି ମାଫିଆ ଦଳ। ଯାହାକୁ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି  ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories