www.samajalive.in
Monday, December 8, 2025
20.1 C
Bhubaneswar

ହାଇୱା ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଚାଳକ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଓ କଲୋନରା ବ୍ଲକରେ ହାଇୱା ଦୁର୍ଘଟଣାରେ ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ହାଇୱାଟି ରାୟଗଡାରୁ ଦ୍ରୁତଗତିରେ ଆସୁଥିବା ବେଳେ କଲୋନରା ବ୍ଲକ ଗାଡି ଶେଷଖାଲ ପଞ୍ଚାୟତର କାଲିଟିଗୁଡା ଓ ରିଭଲକଣା ମଝି କାଜୁବାଡ଼ ଭିତରେ ପଶି ଗଛରେ ପିଟି ହୋଇଥିଲା। ଫଳରେ ଚାଳକ ଓ ହେଲପର ଗାଡ଼ିରେ ଚାପି ହୋଇ ଯାଇଥିଲେ। ଏହାକୁ ସ୍ଥାନୀୟ ଲୋକ ଦେଖି ଚାଳକ ଓ ହେଲପରକୁ ଉଦ୍ଧାର କରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ସୂଚନା ମିଳିଛି।

ଛାତିଥରା ଭିଡିଓ ; ଏମିତି ବି ଆସେ ମୃତ୍ୟୁ, ଚାଲୁ ଚାଲୁ ପଡିଗଲେ ୨୫ ବର୍ଷୀୟ ଓକିଲ, କିଛି କ୍ଷଣରେ ଚାଲିଗଲା ଜୀବନ

- Advertisement -

 

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories