ଠାକୁର ଘର ଭିତରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଯାଜପୁର : ଠାକୁର ଘର ଭିତରୁ ଦମ୍ପତିଙ୍କ ସୋମବାର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ବ୍ରହ୍ମବରଦା ଥାନା ଅର୍ଥଙ୍ଗା ପଞ୍ଚାୟତ କୋଠାସାହିରେ ଏହି ଅଘଟଣ ଘଟିଛି। ବେଙ୍ଗାଲୁରୁରେ ଥିବା ପୁଅ ଘରକୁ ଫୋନ୍‌ କରିବାରୁ ବାପା ମାଆ ଫୋନ୍‌ ନ ଉଠାଇବାରୁ ସାଙ୍ଗକୁ ଫୋନ୍‌ କଲେ। ସାଙ୍ଗ ଯିବା ପରେ ଘର ଭିତରେ ଝୁଲନ୍ତା ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଫ୍ଲିପ୍‌କାର୍ଟରେ ଜବରଦସ୍ତ ଅଫର୍‌ ; ଅଧା ଦାମ୍‌ରେ ମିଳୁଛି ଏସି, ଖରାଦିନରେ ମିଳିବ ଥଣ୍ଡା, ଶୀତ ଦିନରେ ଗରମ ପବନ..

Comments are closed.