ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଶନିବାର ସକାଳ ସମୟରେ ଇଣ୍ଡିଗୋ ବିମାନ ଜରୁରୀ ଅବତରଣ କରିଛି। ଇଣ୍ଡିଗୋ ବିମାନଟି ଗୌହାଟିରୁ ଚେନ୍ନାଇ ଯାଉଥିଲା। ଜଣେ ୩ମାସର ଶିଶୁ ଅସୁସ୍ଥ ହୋଇଯିବା ଯୋଗୁଁ ବିମାନକୁ ଜରୁରୀକାଳୀନ ଭାବେ ଅବତରଣ କରାଯାଇଛି। ଶିଶୁକୁ ଜରୁରୀକାଳୀନ ଚିକିତ୍ସା ପାଇଁ ବିମାନକୁ ଅବତରଣ କରାଯାଇଛି। ଅସସ୍ଥ ଶିଶୁକୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
Popular Categories



