www.samajalive.in
Tuesday, December 9, 2025
16.1 C
Bhubaneswar

କ୍ଷୁଧା ସୂଚୀରେ ଭାରତର ସ୍ଥାନ ୧୧୧

ନୂଆଦିଲ୍ଲୀ: ବିଶ୍ବ କ୍ଷୁଧା ସୂଚୀରେ ଭାରତ ୧୧୧ତମ ସ୍ଥାନରେ ରହିଛି। ୨୦୨୨ରେ ଏହି ସୂଚୀରେ ଭାରତ ୧୦୭ତମ ସ୍ଥାନରେ ଥିଲା। ଭାରତର ପଡ଼ୋଶୀ ଦେଶ ପାକିସ୍ତାନ (୧୦୨), ବାଲାଂଦେଶ (୮୧), ନେପାଳ (୬୯) ଓ ଶ୍ରୀଲଙ୍କା (୬୦) ଅପେକ୍ଷାକୃତ ଭଲ ସ୍ଥିତିରେ ଅଛନ୍ତି। ଦକ୍ଷିଣ ଏସିଆ ଓ ଆଫ୍ରିକାର ଦକ୍ଷିଣ ଭାଗରେ କ୍ଷୁଧା ସମସ୍ୟା ଉତ୍କଟ ରହିଛି ବୋଲି ଏହି ରିପୋର୍ଟ ଜଣାଇଛି। ଅନ୍ୟପକ୍ଷରେ ଏହି ରିପୋର୍ଟକୁ ସରକାର ଦୃଢ଼ ଭାବେ ଖଣ୍ଡନ କରିବା ସହ ତାହା ତ୍ରୁଟିଯୁକ୍ତ ବୋଲି କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories