କଟକ : ଶନିବାର ଦିନ ହାଇକୋର୍ଟରେ ସ୍ବତନ୍ତ୍ର ଖଣ୍ଡପୀଠ ବସିବ। ଏହି ସ୍ବତନ୍ତ୍ର ଖଣ୍ଡପୀଠରେ ବିଶେଷ କରି ଜେଲ କ୍ରିମିନାଲ ଅପିଲଗୁଡିକର ଶୁଣାଣି କରାଯିବ। ଜଷ୍ଟିସ ସଙ୍ଗମ କୁମାର ସାହୁ, ଜଷ୍ଟିସ ବି.ପି.ରାଉତରାୟ, ଜଷ୍ଟିସ ପ୍ରମଥ ପଟ୍ଟନାୟକ ଓ ଡକ୍ଟର ଜଷ୍ଟିସ ଏ.କେ.ମିଶ୍ର ଏହି ସ୍ବତନ୍ତ୍ର ଖଣ୍ଡପୀଠରେ ବସି ମାମଲା ଗୁଡିକର ଶୁଣାଣି କରିବେ।
ନିମ୍ନ ଅଦାଲତ ଦ୍ବାରା ଦଣ୍ଡିତ ହୋଇ ଜେଲରେ ଥିବା ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଦାୟର ଅପିଲ ଗୁଡିକର ଏହି ସ୍ବତନ୍ତ୍ର ଖଣ୍ଡପୀଠରେ ଶୁଣାଣି ହେବ।
ଆଜି ବସିବ ହାଇକୋର୍ଟରେ ସ୍ବତନ୍ତ୍ର ଖଣ୍ଡପୀଠ
Popular Categories



