www.samajalive.in
Wednesday, December 10, 2025
18.1 C
Bhubaneswar

ଦିନକୁ ୬ଥର ଖାଇ ମଧ୍ୟ ହ୍ରାସ କରିପାରିବେ ନିଜର ଓଜନ ; ଏପରି ଏହି ଡ଼ାଏଟ ପ୍ଲାନ୍‍

ଆପଣ ଖାଇ ପିଇ ମଧ୍ୟ ନିଜର ଓଜନ ହ୍ରାସ କରିପାରିବେ। କ’ଣ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିଲା କି ? ଆଜ୍ଞା ହଁ । ଏହା ପୂର୍ବରୁ କେବେ ଶୁଣି ନଥିବେ ଯେ ଖାଇ ପିଇ କିପରି ନିଜର ଓଜନ ହ୍ରାସ କରିପାରିବେ।
ଏହି ଡ଼ାଏଟରେ ଆପଣ କାବ୍ରୋହାଇଡ଼୍ରେଟ, ଭରପୂର ପ୍ରୋଟିନ ଓ ଫ୍ୟାଟ ଯୁକ୍ତ ଖାଦ୍ୟ ମଧ୍ୟ ଖାଇପାରିବେ। ଜାଣନ୍ତୁ ଏହି ବ୍ରୋ ଡାଏଟ ପ୍ଲାନ୍‍ (bro diet plan) ବିଷୟରେ…..
ଏହି ଡ଼ାଏଟରେଧ୍ୟାନ ରଖିବାକୁ ହେବ, ଆପଣ କେଉଁ ସମୟରେ କି ଖାଦ୍ୟ କେତେ ମାତ୍ରାରେ ଖାଉଛନ୍ତି। ଯେହେତୁ ଆପଣ ଏହି ଡାଏଟରେ ସମସ୍ତ ପ୍ରକାର ଖାଦ୍ୟ ଖାଇପାରିବେ, ତେଣୁ କେତେ ମାତ୍ରାରେ ଖାଉଛନ୍ତି, ସେଥିପ୍ରତି ଧ୍ୟାନ ରଖିବାକୁ ପଡ଼ିବ।
ବ୍ରୋ ଡ଼ାଏଟ ପ୍ଲାନ୍‍ ଅନ୍ୟ ଡ଼ାଏଟ ଯୋଜନା ଅନୁଯାୟୀ ସରଳ ଓ ସହଜ ଅଟେ। ଏଥିରେ ଦିନକ ମଧ୍ୟରେ ୬ ଥର ଖାଇପାରିବେ। ଯେପରି ଜଳଖିଆ, ଖରାବେଳ ଖାଦ୍ୟ, ରାତି ଖାଦ୍ୟ ବ୍ୟତୀତ ଅନ୍ୟ ୩ ଥର ହାଲକୁା ଭୋଜନ (ସ୍ନାକ୍ସ) ଖାଇପାରିବେ। ମାତ୍ର ଏଥିରେ (ସ୍ନାକ୍ସ) ସ୍ୱାସ୍ଥ୍ୟକର ଖାଦ୍ୟ ଚୟନ କରିବେ।
ଏହି ଡ଼ାଏଟର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି ଆପଣ ନିଜ ଖାଦ୍ୟପେୟ ପ୍ରତି କେତେକ ସଚେତନ। କିଭଳି ଦିନ ମଧ୍ୟରେ ନିଜ ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ଚୟନ କରୁଛନ୍ତି।
ଏହି ଡ଼ାଏଟ ପ୍ଲାନ୍‍ କୁ ଅନୁକରଣ କରିବା ଦ୍ୱାରା ଆପଣଙ୍କ ରକ୍ତଚାପ ଓ କୋଲେଷ୍ଟେରୋଲ ନିୟନ୍ତ୍ରିତ ହୋଇ ରହିଥାଏ।
ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରିତ ହୋଇ ରହିଥାଏ।
ଏହା ମାଂସପେଶୀକୁ ମଧ୍ୟ ମଜଭୂତ କରିଥାଏ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories