www.samajalive.in
Friday, December 5, 2025
27.1 C
Bhubaneswar

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ରଙ୍ଗର ଫଳ-ପନିପରିବାର ପ୍ରଭାବ

ଭିନ୍ନ ଭିନ୍ନ ରଙ୍ଗର ଖାଦ୍ୟ ଶରୀରର ବିଭିନ୍ନ ଅଙ୍ଗ ପାଇଁ ଲାଭଦାୟକ ହୋଇଥାଏ।
ଲାଲ ରଙ୍ଗ- ହୃଦୟକୁ ସୁସ୍ଥ ରଖିବା ପାଇଁ ଲାଲ ରଙ୍ଗର ଖାଦ୍ୟ ଜିନିଷ ସେବନ କରନ୍ତୁ। ଲାଲ ସହ ଗୋଲାପୀ ରଙ୍ଗର ଫଳ ଓ ପନିପରିବାରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ରହିଛି। ଯାହା ସ୍ୱାସ୍ଥ୍ୟ ପାଇଁ ନିତାନ୍ତ ଆବଶ୍ୟକ। ନିୟମିତ ଭାବେ ତରଭୂଜ,ପିଜୁଳି,ଟମାଟୋ, ଷ୍ଟ୍ରବେରୀ ଆଦି।
ସବୁଜ ଫଳ ଓ ପନିପରିବାରେ ଥିବା ଭିଟାମିନ ଓ ପୋଷକ ତତ୍ତ୍ୱ ଯକୃତକୁ ସୁସ୍ଥ ରଖିବା ସହ ଏହାକୁ ବିଭିନ୍ନ ରୋଗରୁ ମଧ୍ୟ ରକ୍ଷା କରିଥାଏ। ତେଣୁ ପତ୍ରଥିବା ବିଭିନ୍ନ ଶାଗ ଓ ପନିପରିବା ସହ ସବୁଜ ରଙ୍ଗର ସେଓର ସେବନ କରନ୍ତୁ।
ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ ଓ ମାନସିକ ଶାନ୍ତି ପାଇଁ ବାଇଗଣୀ ରଙ୍ଗର ଫଳ ଓ ପନିପରିବା ଖାଆନ୍ତୁ। ଯେପରି ଅଙ୍ଗୁର,ପିଆଜ,ବାଇଗଣୀ ରଙ୍ଗର ବନ୍ଧାକୋବି,ବାଇଗଣ, ଜାମୁ କୋଳି।
କଳାରଙ୍ଗର କିସ୍‌‌ମିସ୍‌‌ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ।
ଧଳା ରଙ୍ଗର ଜିନିଷ ଫୁସଫୁସ ପାଇଁ ଖୁବ ଉପକାରୀ। ଯେପରି ଆଳୁ,ରସୁଣ,ଧଳା ଛତୁ ଆଦି।
ସେପରି କେସର ,ଆମ୍ବ,କମଳା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories