ବଡଖବର
# ବିଧାନସଭାରେ ତଥ୍ୟ – ରାଜ୍ୟରେ ବେକାରୀ ସଂଖ୍ୟା ୮୫ ଲକ୍ଷରୁ ଅଧିକ
# କର୍ଣ୍ଣାଟକର ୩ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ ବାଚସ୍ପତି କେଏମ ରମେଶ କୁମାର
# ଜୁଲାଇ ୨୬ରେ ଶେଷ ହେବାକୁ ଥିବା ସଂସଦର ବଜେଟ ଅଧିବେଶନ ସମୟସୀମା ଅଗଷ୍ଟ ୭ ପର୍ଯ୍ୟନ୍ତ ବୃଦ୍ଧି
# ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଖୁଲାସା: ଆମେରିକାକୁ ଖୁସି କରିବାକୁ ଗିରଫ ହୋଇଛି ହାଫିଜ୍ ସଇଦ୍
ଆଞ୍ଚଳିକ
# ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସ୍କୁଲ ପରିଦର୍ଶନ – ଭୁବନେଶ୍ୱର ୟୁନିଟ ୬ ବାଳିକା ଉଚ୍ଚ ବିଦ୍ୟାଳୟ ଓ ସିଟି ସ୍କୁଲକୁ ଅନାଚକ ପରିଦର୍ଶନ କରି ପାଠ ପଢ଼ା ସଂପର୍କରେ ପଚାରି ବୁଝିଲେ
# ସମ୍ବଲପୁର ଫାଟକ ଅଞ୍ଚଳରେ ଜଗନ୍ନାଥ କଲୋନୀର ସନ୍ତୋଷ ପଟ୍ଟନାୟକ ନାମକ ଯୁବକକୁ ଛୁରୀ ଭୁସି ନିର୍ମମ ହତ୍ୟା
# ବିଧାନସଭାରେ ତଥ୍ୟ – ରାଜ୍ୟରେ ବେକାରୀ ସଂଖ୍ୟା ୮୫ ଲକ୍ଷରୁ ଅଧିକ
# ୪ ବର୍ଷ ପରେ ଜେଲ୍ରୁ ବାହାରିଲେ ଆତ୍ମଘୋଷିତ ଭଗବାନ ସାରଥୀ ଓରଫ୍ ସନ୍ତୋଷ ରାଉଳ, ବାରିମୂଳ ଆଶ୍ରମ ଯିବାକୁ ମନା
# ସ୍କୁଲରେ ପିଲାଙ୍କୁ ପାଠ ପଢ଼ିଲେ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସାକ୍ସେନା, ପିଲା ବି ବେଶ୍ ଖୁସି
# ବିଧାନସଭାରେ ଜଳ ସଂପଦ ବିଭାଗ ଆଲୋଚନା – ତିନିଟି ବଦଳରେ ୬ଟି ଡିଭିଜନ ଦାବି କଲେ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର
# ବିଧାନସଭାରେ ଶୂନ୍ୟକାଳ – ମରୁଡ଼ି ପ୍ରସଙ୍ଗକୁ ନେଇ ଆଲୋଚନା ସରଗରମ ହୋଇଛି
# ଅନୁଗୁଳ ଏମ୍ସିଏଲ୍ ଭରତପୁର କୋଇଲା ଖଣିରେ ମାଟି ଧସିବା ଘଟଣାରେ ଏବେବି ମାଟି ତଳେ ୩ ଶ୍ରମିକ, ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ
# ପୁଣି ଚାଷୀ ଆତ୍ମହତ୍ୟା – ବିଷ ପିଇ ଜୀବନ ହାରିଲେ ବରଗଡ଼ ଜିଲା ପୋଡ଼ାମୁଡ଼ା ଗାଁର ଚାଷୀ ବୈଷ୍ଣବ ଭୋଇ
# ଆରଟିଆଇ ବିଲକୁ ସମର୍ଥନ ଦେବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
# ପ୍ରକାଶ ପାଇଲା ସ୍ୱତନ୍ତ୍ର ଓଜେଇଇ ପରୀକ୍ଷା ଫଳ, ୧୪୬୨୭ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪୬୨୨ଙ୍କୁ ମିଳିଛି ର୍ୟାଙ୍କ
# ବଲାଙ୍ଗୀର ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧି ତଥା ଜମି ମାଫିଆ ଟିମନ କୁମ୍ଭାର ନାଁରେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଲାଗୁ କଲା ଏନଏସଏ ଆକ୍ଟ
# ରାଜ୍ୟରେ ମୌସୁମୀ ସକ୍ରିୟ, ୨ରୁ ୩ ଦିନ ବର୍ଷା ସମ୍ଭାବନା
# ଓବିସି ଓ ଏସଇବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଜାତୀୟ
# କର୍ଣ୍ଣାଟକର ୩ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ ବାଚସ୍ପତି କେଏମ ରମେଶ କୁମାର
# ପୁଲଓ୍ୱାମା ଆକ୍ରମଣରେ ପାକିସ୍ତାନର ହିଁ ହାତ ରହିଛି କହି ପାକିସ୍ତାନ ଉପରେ ବର୍ଷିଲେ ସ୍ଥଳ ସେନା ମୁଖ୍ୟ ବିପିନ ରାୱତ୍
# ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ସାହାସିକତାକୁ ଭିଡିଓ ଗେମ୍ ମାଧ୍ୟମରେ ଦେଖାଇବ ବାୟୁସେନା
# ଟେରିଟୋରିଆଲ୍ ଆର୍ମିର ୧୦୬ ପାରା ରେଜିମେଣ୍ଟ ବାଟାଲିୟନରେ ଆସନ୍ତା ୩୧ରେ ଯୋଗ ଦେବେ କ୍ରିକେଟର ମହେନ୍ଦ୍ର ସିଂହ ଧୋନି
# ରାଜନେତା ତଥା କ୍ରିକେଟର ଗୌତମ ଗମ୍ଭୀର ପ୍ରଥମ ଥର ସଂସଦରେ ପ୍ରଶ୍ନ କଲେ, ଆରମ୍ଭ କଲେ ସାୟରିରୁ
# ତିନି ତଲାକ ବିଲ୍ ହାଇଦ୍ରାବାଦ ସାଂସଦ ଅସଦୁଦ୍ଦୀନ ଅଓ୍ଵେସୀ କହିଲେ – ଇସଲାମରେ ବିବାହ ଏକ ଚୁକ୍ତି, ଆପଣ ଏହାକୁ ଜନ୍ମର ବନ୍ଧନ କରନ୍ତୁ ନାହିଁ
# ଯୌନ ଅପରାଧରୁ ଶିଶୁଙ୍କୁ ସୁରକ୍ଷା ଆଇନ (ପୋକ୍ସୋ)ରେ ପଡ଼ି ରହିଥିବା ମାମଲା ଗୁଡ଼ିକର ତୁରନ୍ତ ଶୁଣାଣୀ ପାଇଁ ସବୁ ଜିଲ୍ଲାରେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଖୋଲିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
# ନୂଆଦିଲ୍ଲୀରେ ଏକ ୧୪ ବର୍ଷୀୟା ନାବାଳିକାକୁ ପୋଲିସ ଏଏସ୍ଆଇ ବଳାତ୍କାର ଅଭିଯୋଗ
# ଜୁଲାଇ ୨୬ରେ ଶେଷ ହେବାକୁ ଥିବା ସଂସଦର ବଜେଟ ଅଧିବେଶନ ସମୟସୀମା ଅଗଷ୍ଟ ୭ ପର୍ଯ୍ୟନ୍ତ ବୃଦ୍ଧି
ଆନ୍ତର୍ଜାତିକ
# ଆଫଗାନିସ୍ତାନ କାବୁଲରେ ସିରିଜ ବୋମା ବିସ୍ଫୋରଣ, ୧୨ ମୃତ, ୩୦ରୁ ଅଧିକ ଗୁୁରୁତର
# ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଖୁଲାସା: ଆମେରିକାକୁ ଖୁସି କରିବାକୁ ଗିରଫ ହୋଇଛି ହାଫିଜ୍ ସଇଦ୍
# ଜୈବିକ ପିତା କିଏ ସନ୍ଦେହରେ ମାଲେସିଆ କେଲାତନର ପୂର୍ବତନ ରାଜା ସୁଲତାନ ମହମ୍ମଦ ଫିକ୍ଥ ନିଜ ପତ୍ନୀ ତଥା ରୁଷିଆର ପୂର୍ବତନ ସୁନ୍ଦରୀ ଓକସାନା ଭୋଇବୋଦିନାଙ୍କୁ ତଲାକ ଦେଲେ



