www.samajalive.in
Saturday, December 6, 2025
26.1 C
Bhubaneswar

ଅଭିଯୁକ୍ତକୁ ଗିରଫ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ, ଯାତାୟାତ ଠପ୍‌

ହରଭଂଗ।: ଗତ ଗୁରୁବ।ର ହରଭଂଗ। ଥ।ନ। ଅନ୍ତର୍ଗତ ଖରଭୁଇଁ ଗ୍ର।ମର ବିଷ୍ଣୁରଣ। ନିଜ ବଗିଚ।ରେ କ।ମ କରୁଥିବ।ବେଳେ ଜମିବ।ଡ଼ି ବିବ।ଦକୁ ନେଇ ଟୁକୁନି ଦୀପ ନ।ମକ ଜଣେ ଯୁବକ ତ।ଙ୍କୁ ଟଙ୍ଗିଆରେ ମରଣ।ନ୍ତକ ଆକ୍ରମଣ କରିଥିଲ। । ଏଥିରେ ଵିଷ୍ଣୁ ଗୁରୁତର ଅବସ୍ଥ।ରେ ମେଡିକ।ଲରେ ଭର୍ତ୍ତି ହୋଇଥିଲେ । ମ।ତ୍ର ଘଟଣ।ର ୪୮ ଘଂଟ। ପରେ ବି ପୁଲିସ ଆକ୍ରମଣକ।ରୀଙ୍କୁ ଗିରଫ କରିନାହିଁ ।  ଅଭିଯୁକ୍ତକୁ ଗିରଫ ଦ।ବିରେ ଆଜି ସକ।ଳ ୦୫ଟ।ରୁ ଖରଭୂଇଁ ଛକଠ।ରେ ଲୋକେ ର।ଜ୍ୟ ର।ଜପଥ ଅବରୋଧ କରିଛନ୍ତି । ରାସ୍ଫତା ଅବରୋଧ ହୋଇଥିବାରୁ ଉଭୟ ପାର୍ଶ୍ବରେ ଗାଡ଼ି ଗୁଡ଼ିକ ଅଟକି ରହିଛି । ଯ।ତ୍ରୀବ।ହୀ ବସ  ଓ ଅନ୍ୟସବୁ ଗାଡ଼ି ଗୁଡ଼ିକ ଅଟକି ରହିଥିବ।ରୁ ଯ।ତ୍ରୀମ।ନେ ହଇର।ଣ ହେଉଥିବ। ଦେଖିବ।କୁ ମିଳିଛି ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories