www.samajalive.in
Friday, December 5, 2025
27.1 C
Bhubaneswar

ନାଳରୁ ଗଳିତ ଶବ ଉଦ୍ଧାର

ଗୁଡଭେଲା : ତୁଷୁରା ଥାନା ଚିଞ୍ଜେଡ ପଞ୍ଚାୟତ ଅନ୍ତର୍ଗତ ବୁଢିଖମନ ଗାଁର ଏକ ନାଳରୁ ଗଳିତ ଶବ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ତୁଷୁରା ପୁଲିସ ଖବର ପାଇଁ ଘଟଣା ସ୍ଥଳକୁ ଯାଇ ନାଳରେ ପଡିଥିବା ମୃତଦେହ ଉଦ୍ଧାର କରିଥିବା ସହ ଏକ ମାମଳା ରୁଜୁ କରି ତଦନ୍ତ କରୁଥିବା ପୁଲିସ ପକ୍ଷରୁ ଜଣାପଡିଛି । ମୃତ ବ୍ୟକ୍ତି ଜଣକ ଝାର ସମରା ଗାଁର ବିରଞ୍ଚି କୁମ୍ଭାର ୪୮ ବୟସ ବୋଲି ସୂଚନା ମିଳିବା ସହ ସେ ଗତ ୫ ତାରିଖରୁ ନିଖୋଜ ଥିବା ପରିବାର ପକ୍ଷରୁ ତୁଷୁରା ଥାନା ଅଭିଯୋଗ କରିଥିଲେ । ମୃତଦେହ ପାଇବା ପରେ ଯୋଜନା ବଦ୍ଧ ଭାବରେ ହତ୍ୟା କରି ନାଳରେ ପକାଇ ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories