www.samajalive.in
Friday, December 5, 2025
27.1 C
Bhubaneswar

୨୮ ଗାଡିଚାଳକଙ୍କୁ ୧.୯୦ ଲକ୍ଷ ଜରିମାନା

ଗୁଡଭେଲା : ଓଡିଶା ସରକାରଙ୍କ ପକ୍ଷରୁ ଚାଲିଛି ଦୁର୍ଘଟଣାରେ ମୃତ୍ୟୁଶୁନ ସପ୍ତାହ ପାଳନ।  ଦୁଇ ,ଚାରି ସହ ଅନ୍ୟାନ୍ୟ ଯାନକୁ ଯାଞ୍ଚ ପ୍ରକ୍ରିୟା ଚାଲିଥିବାବେଳେ ସୋମବାର ଦିନ ତୁଷୁରା ପୁଲିସ ଓ ବଲାଙ୍ଗିର ଆର୍ଟିଓ ପକ୍ଷରୁ କଡାକଡି ଭାବରେ ଯାନବାହନ ଯାଞ୍ଚ କରାଯାଇଥିଲା । ବିନା ହେଲମେଟ୍,ମଦୁଆ ଗାଡି ଚାଲକଙ୍କ ସହ ୨୮ ଜଣ ଗାଡି ଚାଳକଙ୍କଠାରୁ ୧.୯୦ ଲକ୍ଷ ଟଙ୍କା ଫାଇନ ଆଦାୟ କରିଥିବା ତୁଷୁରା ଥାନା ଅଧିକାରୀ ସଞ୍ଜିବ ପଧାନ ସୂଚନା ଦେଇଛନ୍ତି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories