www.samajalive.in
Tuesday, December 9, 2025
17.1 C
Bhubaneswar

ସୁନା ମୁଦି ପିନ୍ଧିବାର ବିଶେଷ ମହତ୍ତ୍ୱ

ସୁନା ଏକ ମୂଲ୍ୟବାନ ଧାତୁ ଅଟେ। ବହୁ ଲୋକ ସୁନା ପିନ୍ଧିବାକୁ ଖୁବ ପସନ୍ଦ କରିଥାନ୍ତି। ସୁନାର ବିଭିନ୍ନ ଅଳଙ୍କାର ଧାରଣ କରିବା ଦ୍ୱାରା ଶରୀରର ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧିପାଇଥାଏ। ମାତ୍ର ସୁନାର ଅଳଙ୍କାର ମଧ୍ୟରେ ହାତରେ ସୁନା ମୁଦି ପିନ୍ଧିବାର କିଛି ମହତ୍ତ୍ୱ ଓ କାରଣ ରହିଛି। ଜାଣନ୍ତୁ ଏହା କାରଣ –
ସୁନାର ମୁଦି ଧାରଣ କରିବା ଦ୍ୱାରା ଏହା ସୌଭାଗ୍ୟତ୍ୱ ପ୍ରଦାନ କରିଥାଏ।
ଗୃହରେ ସୁଖଶାନ୍ତିର ପରିବେଶ ରହିଥାଏ।
ପରିବାରର ସଦସ୍ୟ ମାନଙ୍କ ମଧ୍ୟରେ କଳହ ହୋଇନଥାଏ।
ଗୃହରେ ସକାରତ୍ମକ ଶକ୍ତି ରହିଥାଏ।
ସମାଜରେ ମାନସମ୍ମାନ ମିଳିଥାଏ।
ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।
ଦାନ ଦେବା ସମୟରେ ହାତରେ ମୁଦି ଧାରଣ କରି ନଥିଲେ,ଏହାର କୌଣସି ମୂଲ୍ୟ ରହିନଥାଏ।
ପୂଜା କରିବା ସମୟରେ ହାତରେ ମୁଦି ପିନ୍ଧି ଥିଲେ,ଏହାର ଶୁଭ ଫଳ ମିଳିଥାଏ,ଯେପରି କର୍ମକ୍ଷେତ୍ରରେ ସଫଳତା ଓ ଧନର ପ୍ରାପ୍ତି ହୋଇଥାଏ। ଧନସମୃଦ୍ଧି ବୃଦ୍ଧି ପାଇଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories