ଟିଟିଲାଗଡ଼ : ଟିଟିଲାଗଡ଼ କେସିଙ୍ଗା ରେଳଧାରଣାର ଲୁଥୁର୍ବନ୍ଧ ଗ୍ରାମ ନିକଟରୁ ଜଣେ ଯୁବତୀଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ମୃତଦେହକୁ ଦେଖି ବଳାତ୍କାର ପରେ ଯୁବତୀ ଜଣଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ଏଯାବତ୍ ଯୁବତୀଙ୍କ ପରିଚୟ ମିଳିପାରି ନାହିଁ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
Popular Categories



